Only for Entertainment

ଏହିଭଳି ଦୂର କରନ୍ତୁ ତ୍ୱଚାର ଶୁଷ୍କ ପଣ ।

NDTV Food
27

. ନିମ୍ବରେ ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି ଫଙ୍ଗଲ ଗୁଣ ରହିଛି। ଏହା ଦାନ୍ତ ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ଆମକୁ ଦୂରେଇ ରଖିଥାଏ।

. କେଶ ଏବଂ ତ୍ୱଚା ପାଇଁ ନିମ୍ବ ବହୁତ ଉପକାରୀ। ତ୍ୱଚାର ଶୁଷ୍କପଣକୁ ଏହା ଦୂର କରିବା ସହ ମୁହଁରେ ପିମ୍ପଲ୍ସ ହେବାକୁ ଦେଇ ନ ଥାଏ। କେଶ ଝଡ଼ିବାରୁ ମଧ୍ୟ ଏହା ରକ୍ଷା କରିଥାଏ।

. ନିମ୍ବ ରକ୍ତ ସଫା କରିବାରେ ସହାୟକ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା ଲିଭର ଏବଂ କିଡ୍‌ନୀରେ ରହିଥିବା ହାନିକାରକ ଟକ୍ସିନ୍‌ ମଧ୍ୟ ଦୂର ହୋଇଥାଏ।

. ନିମ୍ବପତ୍ର ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଫଳରେ ଶରୀରକୁ ବିଭିନ୍ନ ପ୍ରକାର ଇନ୍‌ଫେକ୍‌ସନ୍‌ ସହ ଲଢ଼ିବାରେ ସହାୟକ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More