Only for Entertainment

ବିବାହ ପରେ ୟୁଏସଏ ଗ୍ରସ୍ତରେ ଏହି ଯୋଡି, ଜାଣନ୍ତୁ କେବେ ହେବ ବିବାହ ଭୋଜିର ଆୟୋଜନ

bollywood tadka
0 44

ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଗତକାଲି ଅଭିନେତା ଅଙ୍ଗଦଙ୍କୁ ଗୋପନରେ ବିବାହ କରିଛନ୍ତି । ନିକଟରେ ଏହି ଯୋଜିଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ ଦୁହେଁ ଚ୍ୟାରେଟି ଶୋ’ ରେ ସାମିଲ ହେବା ପାଇଁ ୟୁଏସଏ ଯାଇଛନ୍ତି । ସେଠାରେ ୪-୫ ଦିନ ରହିବା ପରେ ଏହି ଯୋଡି ଭାରତ ଫେରିବେ । ଏହାପରେ ଏହି ନବ ବିବାହିତ ଦମ୍ପତି ବିବାହ ଭୋଜି ଦେବେ ।

neha1

ଏୟାରପୋର୍ଟରେ ଦୁହେଁ ପରସ୍ପରର ହାତ ଧରାଧରି ହୋଇ ଯାଉଥିବାର ନଜର ଆସିଥିଲେ । ନେହା ବ୍ଲୁ କଲର ମ୍ୟାକ୍ସି ଡ୍ରେସରେ ନଜର ଆସିଥିବା ବେଳେ ଅଙ୍ଗଦ ବ୍ଲାକ ଜ୍ୟାକେଟ ଏବଂ ବ୍ଲୁ ପ୍ୟାଣ୍ଟରେ ନଜର ଖୁବ ଷ୍ଟାଇଲିସ ଦେଖାଯାଉଥିଲେ । ଏୟାରପୋର୍ଟରେ ଉଭୟ କ୍ୟାମେରା ସମ୍ନାରେ ପୋଜ ମଧ୍ୟ ଦେଇଥିଲେ ।
neha2

କହିରଖୁଛୁ ଯେ ନେହା ଏବଂ ଅଙ୍ଗଦ ଗତକାଲି ଦିଲ୍ଲୀର ଗୁରୁଦ୍ୱାରରେ ବିବାହ କରିଥିଲେ । ଏହି ବିବାହରେ ପରିବାର ସଦସ୍ୟଙ୍କ ସହିତ କିଛି ଖାସ ବନ୍ଧୁ ଉପସ୍ଥିତ ଥିଲେ । ବିବାହ କରିବା ପରେ ଦୁହେଁ ସୋସିଆଲ ମିଡିଆରେ ବିବାହ ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ ।

neha4

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More