Only for Entertainment

ସୋନମଙ୍କ ପରେ ନେହା ଧୁପିଆ ବେଷ୍ଟ ଫ୍ରେଣ୍ଡ ଅଙ୍ଗଦଙ୍କ ସହିତ କଲେ ଲୁଚାଛପା ବିବାହ ।

Window To News
0 41

ବଲିଉଡରେ ଏବେ ବିବାହ ଋତୁ ଚାଲିଛି । ସୋନମଙ୍କ ବିବାହ ପରେ ଆଉ ଜଣେ ବଲିଉଡ ଅଭିନେତ୍ରୀ ବିବାହ କରିଛନ୍ତି । ସେ ଆଉ କେହି ନୁହଁନ୍ତି ସେ ହେୁଛନ୍ତି ବଲିଉଡ ଅଭିନେତ୍ରୀ ନେହା ଧୁପିଆ । ନେହୋ ଲୁଚାଛପା ଭାବେ ଅଭିନେତା ଅଙ୍ଗଦ ବେଦୀ ସହିତ ବିବାହ କରିଛନ୍ତି । ଏହାର ଖବର ସେ କାହାକୁ ବି ଦେଇନାହାଁନ୍ତି । ବିବାହରେ ଦୁହିଁଙ୍କ ପରିବାର ସଦସ୍ୟଙ୍କ ସହିତ ପରିବାରର କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ ।


ବିବାହ ପରେ ନେହା ତାଙ୍କର ଏବଂ ଅଙ୍ଗଦଙ୍କର ଫଟୋ ସେୟାର କରି ବିବାହ ବିଷୟରେ ସୂଚନା ଦେଇଥିଲେ । ଖବର ଅନୁସାରେ ଦୁହେଁ ପରସ୍ପରକୁ ଲମ୍ବା ସମୟ ଧରି ଡେଟ କରୁଥିଲେ । ଦୁହିଁଙ୍କୁ ଅନେକଥର ରେଷ୍ଟୁରାଣ୍ଟ ବାହାରେ ମଧ୍ୟ ଦେଖିବାକୁ ମିଳୁଥିଲା । ନେହା ଏବଂ ଅଙ୍ଗଦ ବେଦୀ ଏପର୍ଯ୍ୟନ୍ତ କୌଣସି ଫିଲ୍ମରେ କାମ କରିନାହାଁନ୍ତି । କିନ୍ତୁ ଦୁହିଁଙ୍କର କିଛି ସାଧାରଣ ବନ୍ଧୁଙ୍କ କାରଣରୁ ଦୁହେଁ ପରସ୍ପରର ନିକଟତର ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More