Only for Entertainment

ୟୁଟ୍ୟୁବରେ ଛାଇଲା ନେହା କକ୍କରଙ୍କ ନୂଆ ଗୀତ, ବାରମ୍ବାର ଦେଖାଯାଉଛି ଭିଡିଓ

YouTube
52

ବଲିଉଡ ସିଙ୍ଗର ନେହା କକ୍କରଙ୍କ ନୂଆ ଗୀତ ‘ୱା ଭାଇ ୱା’ ଏବେ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବରେ ଟ୍ରେଣ୍ଡ କରିବାରେ ଲାଗିଛି । ଏହି ପଂଜାବୀ ଗୀତରେ ନେହାଙ୍କ ବ୍ୟତିତ ମୁକ୍ଖୀ ମ୍ୟୁଜିକାଲ ଡକ୍ଟରଜ ଭଏସ ମଧ୍ୟ ଶୁଣିବାକୁ ମିଳିଛି । ଗୀତରେ ଭଏସ ସହିତ ଏହି ମ୍ୟୁଜିକ ଭିଡିଓରେ ଦୁହିଁଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି । ଭିଡିଓଟି ମାତ୍ର ଗୋଟିଏ ଦିନରେ ୬.୬ ମିଲିଅନ ଭ୍ୟୁରେ ପହଁଚିଛି । ଫ୍ୟାନ୍ସ ଗୀତକୁ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More