Only for Entertainment

ଅର୍ଶୀ ଖାନ ଏବଂ ରାଖି ସାୱନ୍ତଙ୍କ ସହ ଶତ୍ରୁତା ପଡିପାରେ ଭାରି, ତାଙ୍କର ବଳଶାଳୀ ଭାଇଙ୍କୁ ଦେଖିଲେ ଉଡିଯିବ ହୋଶ ।

khabar NDTV
0 109

ଅର୍ଶୀ ଖାନ ଏବଂ ରାଖି ସାୱନ୍ତଙ୍କ ବନ୍ଧୁତା ଏବେ ଖୁବ ଚର୍ଚ୍ଚରେ ରହିଛି । ସମସ୍ତ ସ୍ଥାନରେ ଅର୍ଶୀଙ୍କ ସହ ରାଖି ସାୱନ୍ତ ମଧ୍ୟ ନଜର ଆସୁଛନ୍ତି ଏବଂ ତାଙ୍କର ବନ୍ଧୁତାର ଅନେକ ଭିଡିଓ ଭାଇରାଲ ହେଉଛି । ଦୁହଁଙ୍କର ଏକ ନୁଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରାଖି ତାଙ୍କୁ ବନ୍ଧୁ ଅର୍ଶୀଙ୍କ ସହ ନଜର ଆସିଛନ୍ତି ।

ଏହି ଭିଡିଓର ଖାସ କଥା ହେଉଛନ୍ତି ରାଖି ଏବଂ ଅର୍ଶୀଙ୍କର ଶକ୍ତିଶାଳୀ ଭାଇ ଅଛନ୍ତି । ଦୁହିଁଙ୍କୁ ଯେଉଁ ଭାଇ ମିଳିଛନ୍ତି ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଡବ୍ଲୁ ଡବ୍ଲୁ ଇ’ର ଚାମ୍ପିଅନ ଖେଳାଳୀ ଦ ଗ୍ରେଟ ଖଲ୍ଲୀ । ରାଖି ସାୱନ୍ତ ଏହି ଭିଡିଓରେ ନିଜ ଭାଇଙ୍କୁ ସାକ୍ଷାତ କରାଉଛନ୍ତି ଏବଂ ଏହା ପରେ ଖଲ୍ଲୀ ପରଦାରେ ନଜର ଆସିଛନ୍ତି ।

? 29 th june in mandi n 7 july in solan waise me itna nahi. Ladi khali bhai ?❤

A post shared by Arshi khan (A.K) (@arshikofficial) on

ଏହିଭଳି ଅର୍ଶୀ କିଛି ସମୟ ପୂର୍ବେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ୨୯ଜୁନରେ ହିମାଚଳ ପ୍ରଦେଶ ମଣ୍ଡି ଏବଂ ୭ଜୁଲାଇରେ ଶୋଲନରେ ସେ ଶୋ’ କରିବାକୁ ଆସୁଥିବାର ସୂଚନା ଦେଇଛନ୍ତି । ମାତ୍ର ଏଥିରେ ତାଙ୍କ ହଟନେଶ ସହ ଖଲ୍ଲୀଙ୍କର ବଳଶାଳୀ ଜଲୱା ମଧ୍ୟ ଦେଖିବାକୁ ମିଳିବ । ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More