Only for Entertainment

ନେହାଙ୍କୁ ଜନ୍ମଦିନରେ ମିଳିଲା ଏଭଳି ସରପ୍ରାଇଜ, ଡରି ଚିତ୍କାର କରିବାକୁ ଲାଗିଲେ ।

khabar NDTV
0 67

ବଲିଉଡର ପପୁଲାର ସିଙ୍ଗର ନେହା କକ୍କରଙ୍କର ଗତ କାଲି ଜନ୍ମଦିନ ଖୁବ ମଜାଦାର ଭାବେ ପାଳନ କରାଯାଇଥିଲା । ଯେପରିକି ଆମେ ଆପଣଙ୍କୁ ଗତ କାଲି ଏସମ୍ପର୍କରେ ବତାଇଥିଲୁ । ତାଙ୍କର ବୟଫ୍ରେଣ୍ଡ ହିମାଂଶ ତାଙ୍କୁ ରାତି ଅଧରେ ସରପ୍ରାଇଜ ଭାବେ ଶୁଭେଚ୍ଛା ଜଣାଇଥିଲେ । ଏହା ବ୍ୟତୀତ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ନେହା ଏବେ ଅନୁ ମଲ୍ଲିକ, ବିକାଶ ଦଦଲାନୀ ଙ୍କ ସହ ରିଆଲିଟି ଶୋ “ଇଣ୍ଡିଆନ ଆଇଡଲ”ରେ ଜଜ ରୁପେ ଆସୁଛନ୍ତି । ଜନ୍ମଦିନ ମଉକାରେ ଶୋ’ର ସେଟରେ ଅନୁ ମଲ୍ଲିକ ଏବଂ ବିଶାଳ ଦଦଲାନୀ ନେହାଙ୍କୁ ଏଭଳି ଭୟଙ୍କର ସରପ୍ରାଇଜ ଦେଇଛନ୍ତି ହୁଏତ ସେ କେବେ ଜୀବନରେ ଏହାକୁ ଭୂଲି ପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More