Only for Entertainment

ନେହା କକ୍କର, ଲିଲି ସିଂଙ୍କ ସହିତ ଟେଷ୍ଟ କଲେ କୋକାକୋଲା, ପରେ ଏମିତି ଚଢିଲା ନିଶା ଯେ ଭାଇରାଲ ହେଲା ଭିଡିଓ

ndtv
35

ବଲିଉଡ ପପୁଲାର ସିଙ୍ଗର ନେହା କକ୍କର କେବଳ ନିଜ ଗୀତ ପାଇଁ ନୁହେଁ ବରଂ କମେଡି ଏବଂ ଡ୍ୟାନ୍ସ ପାଇଁ ମଧ୍ୟ ବେଶ ଜଣାଶୁଣା । ନେହା କକ୍କରଙ୍କ ଭିଡିଓ ଗୁଡିକ ସୋସିଆଲ ମିଡିଆରେ ଖୁବ ଧମାଲ କରିଥାଏ । ନେହା କକ୍କରଙ୍କ ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ନେହା କକ୍କର ଫେମସ ସିଙ୍ଗର ତଥା ୟୁଟ୍ୟୁବର ଲିଲି ସିଂଙ୍କ ସହିତ ନଜର ଆସିଛନ୍ତି । ଦୁହେଁ ଏହି ଭିଡିଓରେ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ନେହାଙ୍କ ଏହି ଭିଡିଓକୁ ମାତ୍ର କିଛି ଘଣ୍ଟାରେ ୧୧ ଲକ୍ଷ ୭୪ ହଜାରରୁ ଅଧିକ ଭ୍ୟୁଜ ମିଳି ସାରିଛି । ଏହି ଭାଇରାଲ ଭିଡିଓରେ ନେହା ଏବଂ ଲିଲି ସିଂ ପ୍ରଥମେ ୱାଇନ ପିଇବା ପରେ ନାଟକ କରନ୍ତି ଏବଂ ଦେଖନ୍ତି ନିଶା ହେଉଛି କି ନାହିଁ । ପରେ ଦୁହେଁ କୋକାକୋଲା ପିଇବା ପରେ ନିଶା ହେବାର ନାଟକ କରନ୍ତି । ପରେ କୋକାକୋଲା ସଙ୍ଗରେ ଦୁହେଁ ଝୁମନ୍ତି ।

ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More