Only for Entertainment

ୟୁବିଙ୍କ ରିଟାୟର ପାର୍ଟିରେ ନେହାଙ୍କ ଉପରୁ ହଟିଲା ନାହିଁ କାହାର ନଜର ।

35

କ୍ରିକେଟର ୟୁବରାଜ ସିଂ ନିକଟରେ ୧୦ ଜୁନ ୨୦୧୯କୁ ଇଂଟରନେସନାଲ କ୍ରିକେଟରୁ ବିଦାୟ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଗତକାଲି ସେ ଏଥିପାଇଁ ଏକ ପାର୍ଟି ରଖିଥିଲେ । ଯେଉଁଥିରେ ବଲିଉଡ ସେଲିବ୍ରେଟୀଙ୍କ ଠାରୁ ଆରମ୍ଭ କରି କ୍ରିକେଟର ଏବଂ ବିଜନେସମ୍ୟାନ ମଧ୍ୟ ପହଂଚିଥିଲେ । ପାର୍ଟିକୁ ଯୁବରାଜଙ୍କ ଏକ୍ସ ଗର୍ଲଫ୍ରେଣ୍ଡ କିମ ଶର୍ମା ମଧ୍ୟ ଯାଇଥିଲେ । କିନ୍ତୁ ପାର୍ଟିରେ ଯାହା ଉପରେ ସମସ୍ତଙ୍କ ନଜର ଥିଲା ସେ ହେଉଛନ୍ତି ନେହା ଶର୍ମା । ଏହି ସମୟରେ ନେହା ବିନା ଇନରବିୟରରେ ପିଙ୍କ ରଙ୍ଗର ଡିପ ନେକ ସ୍କିନଟାଇଟ ଡ୍ରେସରେ ନଜର ଆସିଥିଲେ । ଏହା ସହିତ ମିନିମଲ ମେକଅପ ନେହାଙ୍କ ସୌନ୍ଦର୍ଯ୍ୟଙ୍କୁ ବଢାଇ ଦେଇଥିଲା ।

 

ପାର୍ଟି ସମୟରେ ନେହାଙ୍କ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେଉଛି । କହିରଖୁଛୁ ନେହା ସୋସିଆଲ ସାଇଟରେ ଖୁବ ଆକ୍ଟିଭ । ବଲିଉଡରେ ପ୍ରବେଶ କରିବା ପୂର୍ବରୁ ସେ ଟଲିଉଡରେ ପାଦ ଦେଇଥିଲେ । ଏହାପରେ ସେ ବଲିଉଡରେ ‘କ୍ୟା ସୁପରକୁଲ’, ୟଙ୍ଗିସ୍ତାନ ଏବଂ ୟମଲା ପଗଲା ଦିୱାନା’ରେ ନଜର ଆସିଥିଲେ ।ନେହାଙ୍କ ‘ସୁନୋ ନା ସଙ୍ଗ ମର ମର’ ଗୀତ ଖୁବ ହିଟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More