Only for Entertainment

ତୈମୁରଙ୍କ ଠାରୁ କିଛି କମ ନୁହଁନ୍ତି ନୀଲ ନିତିନ ମୁକେଶଙ୍କ ଝିଅ । ଟ୍ରେଣ୍ଡ କରୁଛି ଭାଇରାଲ ଫଟୋ ।

bollywoodtadka
29

ବଲିଉଡ ଆକ୍ଟର ନୀଲ ନିତିନ ମୁକେଶ ନିକଟରେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ କିଛି ଫଟୋ ଶେୟାର କରିଛନ୍ତି । ଏଥିରେ ନୀଳ ନିତିନ ମୁକେଶ ତାଙ୍କ ପତ୍ନୀ ରୁକ୍ମଣି ଏବଂ ଝିଅ ନୁରବୀଙ୍କ ସହିତ ନଜର ଆସିଛନ୍ତି । ଫଟୋ ଦେଖ ସ୍ୱଚ୍ଛ ଜଣାପଡ଼ୁଛିଯେ ମୁକେଶ ରବିବାରକୁ ପରିବାର ସହିତଖୁବ ମଜାଦାର ସମୟ ବିତାଇଛନ୍ତି । ସାମ୍ନାକୁ ଆସିଥିବା ଫଟୋରେ ନୀଲଙ୍କ ଝିଅ ଖୁବ କ୍ୟୁଟ ଲାଗୁଛନ୍ତି ।

ଅନ୍ୟ ଏକ ଫଟୋରେ ନୁରବୀ ତାଙ୍କ ଜେଜେଙ୍କ ସହିତ କ୍ୟୁଟ ଅନ୍ଦାଜରେ ନଜର ଆସିଛନ୍ତି । କ୍ୟାପ୍ସନରେ ନୀଲ ଲେଖିଛନ୍ତି ହାପି ସଣ୍ଡେ ଗାଇଜ । ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଭାଇରାଲ ହେଉଛି ଏବଂ ଲୋକ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି । ନୁରବୀଙ୍କ କ୍ୟୁଟନେଓ ଦେଖି କୁହାଯାଉଛି ସେ ତୈମୁରଙ୍କ ଠାରୁ କମ ନୁହଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More