Only for Entertainment

ଖାଇବା ମଧ୍ୟରେ ଜଳପାନ ଦ୍ୱାରା ହୋଇଥାଏ ଏହି ସମସ୍ୟା ।

Fogut
0 23

ଅଧିକାଂଶ ଲୋକଙ୍କର ଖାଇବା ମଧ୍ୟରେ ପାଣି ପିଇବା ଅଭ୍ୟାସ୍‌ ରହିଛି। ଏମିତି ବି ଲୋକ ଅଛନ୍ତି ଆଗ ପାଣି କ୍ଲାସ୍‌ ରଖିଲେ ହିଁ ପରେ ଖାଦ୍ୟ ଥାଳି ପାଖରେ ବସିଥାନ୍ତି। କେହି କେହି ତ ଗୋଟାଏ ଥର ଖାଦ୍ୟ ପାଟିକୁ ନେଇ ଗୋଟାଏ ଢ଼ୋକ ପାଣି ପିଇଥାନ୍ତି। ମାତ୍ର ଏମିତି ଅଭ୍ୟାସ ଆପଣଙ୍କ ଶରୀର ପାଇଁ କ୍ଷତିକାରର ପ୍ରମାଣିତ ହୋଇପାରେ। ଜାଣନ୍ତୁ ଖାଇବା ସମୟରେ ପାଣି ପିଇବା ଅଭ୍ୟାସ ଥିଲେ ଆପଣ କେଉଁ ସବୁ ରୋଗରେ ପଡ଼ିପାରନ୍ତି।

ଆପଣ ଖାଇବା ମଧ୍ୟରେ ପାଣି ପିଇଲେ ବଦହଜମିର ଶିକାର ହୋଇପାରନ୍ତି। ଉତ୍ତମ ହଜମ ନହେଲେ ବିଭିନ୍ନ ପେଟ ସମସ୍ୟା ଦେଖା ଦେବ।

କେବଳ ବଦହଜମି ନୁହେଁ, ବରଂ କୋଷ୍ଠକାଠିନ୍ୟର ବି ଶିକାର ହୋଇପାରନ୍ତି ଏପରି ବଦ ଅଭ୍ୟାସ ରଖିଥିଲେ।

ଡଇଟିସାଆନ୍‌ ମାନେ କୁହନ୍ତି କି ଖାଇବା ମଧ୍ୟରେ ପାଣି ପିଇଲେ ମେଦ ବହୁଳତା ବୃଦ୍ଧି ପାଇଥାଏ। ଆପଣ ଯଦି ଓଜନ ହ୍ରାସ ଅଭିଯାନରେ ଅଛନ୍ତି ତେବେ ଖାଇବା ମଧ୍ୟରେ ପାଣି ପିଅନ୍ତୁ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More