Only for Entertainment

କିନ୍ନରମାନଙ୍କୁ ଭୂଲରେ ଦାନ କରନ୍ତୁ ନାହିଁ ଏହି ସମସ୍ତ ଜିନିଷ , ହୋଇପାରେ ଅଶୁଭ !

naukri nama
0 161

ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ଶାନ୍ତି ଏବଂ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ କିନ୍ନର ମାନଙ୍କୁ ପ୍ରସନ୍ନ କରିବା ନିହାତି ଆବଶ୍ୟକ ଅଟେ । ଏହି କାରଣରୁ କିନ୍ନର ମାନଙ୍କୁ ଦାନ କରି ସେମାନଙ୍କଠାରୁ ଆର୍ଶୀବାଦ ପ୍ରାପ୍ତ କରିବା ଭାଗ୍ୟ ଅଟେ । ଏହାଦ୍ୱାରା ଧନ ସମ୍ପତ୍ତିରେ ଉନ୍ନତି ମଧ୍ୟ ହୋଇଥାଏ । ମାତ୍ର କ’ଣ ଆପଣଙ୍କୁ ଜଣା ଅଛି କେଉଁ ଜିନିଷ କିନ୍ନର ମାନଙ୍କୁ ଦାନ କରିବା ବିଲକୁଲ ଠିକ ନୁହେଁ, ନଚେତ ଦୁର୍ଭାଗ୍ୟ ଆପଣଙ୍କ ପଛ ଛାଡିବ ନାହିଁ ।
ଏଠାରେ ଆମେ ୫ଟି ଜିନିଷ ସମ୍ପର୍କରେ ବତାଇବୁ ଯାହା କିନ୍ନର ମାନଙ୍କୁ ଦାନ କରିବା ଉଚିତ ନୁହେଁ ।

ଝାଡୁ-
ଝାଡୁ ଲକ୍ଷ୍ମୀଙ୍କ ପ୍ରତୀକ ଅଟେ । ଏହାକୁ ଦାନ କରିବାଦ୍ୱାର ଘରୁ ଲକ୍ଷ୍ମୀ ଚାଲିଯାଆନ୍ତି । ଏହାଦ୍ୱାରା ଆପଣ ଅଭାବ ଅନଟନ ପରିସ୍ଥିତି ଦେଇ ଗତି କରିବେ ।

ଷ୍ଟିଲ ବାସନ-
ଅନେକ ଲୋକ ଦିପାବଳୀ ଭଳି ପର୍ବରେ ବାସନ କପଡା ଆଦି ଦାନ କରାଯାଇଥାଏ । ମାତ୍ର ଏଭଳି ଜିନିଷ କିନ୍ନର ମାନଙ୍କୁ ଭୂଲରେ ଦିଅନ୍ତୁ ନାହିଁ । ଏହାଦ୍ୱାରା ଘରେ କଳହ ବଢିବ ଏବଂ ବିକାଶ ଦିଗରେ ବାଧା ଆସିବ ।

ତେଲ-
ଶନିବାର ଦିନ ତେଲ ଦାନ କରିବା ଦ୍ୱାରା ଦାରିଦ୍ର୍ୟତା ଏବଂ ଦୂଭାର୍ଗ୍ୟ ଦୂର ହୋଇଥାଏ । ମାତ୍ର ଏହା କିନ୍ନର ମାନଙ୍କୁ ଦାନ କରିବାଦ୍ୱାରା ପ୍ରଭାବ ଓଲଟା ପଡିଥାଏ ।

ପ୍ଲାଷ୍ଟିକ ବୋତଲ-
ଏହାକୁ କବାଡଙ୍କୁ ଦେବା ସମସ୍ତଙ୍କର ଅଭ୍ୟାସ ଅଟେ, ମାତ୍ର ଏହି ସମସ୍ତ ଜିନିଷ କିନ୍ନରଙ୍କୁ ଦେବା ଦ୍ୱାରା ପରିବାର ରୋଗ ଆଦି ସମସ୍ୟା ଲାଗି ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More