Only for Entertainment

ପୁରୁଣା କ୍ୟାଲେଣ୍ଡର ଘରେ ରଖିଲେ କ’ଣ ହୁଏ

hitc-s.com
0 47

କଥାରେ ଅଛି ‘old is gold’। ସେଥିପାଇଁ ପୁରୁଣା ଜିନିଷକୁ ଅନେକ ଲୋକ ସାଇତି ରଖିବାକୁ ଭଲ ପାଆନ୍ତି। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ସେହି ପୁରୁଣା ଜିନିଷ ଭିତରେ କେବେ କ୍ୟାଲେଣ୍ଡରକୁ ସାମିଲ୍ କରନ୍ତୁ ନାହିଁ। ଅର୍ଥାତ, ଘରେ କେବେ ପୁରୁଣା କ୍ୟାଲେଣ୍ଡର ରଖନ୍ତୁ ନାହିଁ। ବର୍ଷ ସରିବା ମାତ୍ରେ ଘରକୁ ନୂଆ କ୍ୟାଲେଣ୍ଡର ଆଣି ପୁରୁଣା କ୍ୟାଲେଣ୍ଡରକୁ ଯଥାଶୀଘ୍ର ବାହାର କରିଦିଅନ୍ତୁ। ସେହିପରି କ୍ୟାଲେଣ୍ଡରକୁ କେବେ ଘରର ଦକ୍ଷିଣ ପଟ କାନ୍ଥରେ ଟାଙ୍ଗନ୍ତୁ ନାହିଁ। କାରଣ ଏହା ପ୍ରଗତିରେ ବାଧା ସୃଷ୍ଟି କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More