Only for Entertainment

ଜାଣନ୍ତୁ ବଲିଉଡରେ କିଏ ହେଲେ କ୍ୟାଟ୍ରିନାଙ୍କର ନୂଆ ବେଷ୍ଟ ପ୍ରେଣ୍ଡ ।

aajtak
0 47

କ୍ୟାଟ୍ରିନା କୈଫ ଫିଟନେସକୁ ନେଇ ଖୁବ ସଚେତନ । ସେଥିପାଇଁ ସେ ଅଧିକ ସମୟ ଜିମରେ ବିତାଇଥାନ୍ତି । ଜିମରେ ତାଙ୍କର ଆଲିୟା ଭଟ୍ଟଙ୍କ ସହିତ ବନ୍ଧୁତା ଗଭୀର ହୋଇଥିଲା । ଏବେ ଜାହ୍ନବୀ କପୁରଙ୍କ ରୂପରେ ଜଣେ ଭଲ ବନ୍ଧୁ ମିଳି ଯାଇଛନ୍ତି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜିମରେ କ୍ୟାଟ୍ରିନା ଜାହ୍ନବୀଙ୍କୁ କେକ ଖୁଆଇ ଦେଉଛନ୍ତି । ଦୁଇଜଣ ଗୋଟିଏ ଜିମରେ ଟ୍ରେନିଙ୍ଗ ନେଉଛନ୍ତି ।

 

Omg ??❤ @janhvikapoor @yasminkarachiwala @ishaan95 @katrinakaif

A post shared by Janhvi Kapoor / Khushi Kapoor? (@janhviandkhushi) on

 

କିଛି ସମୟ ପୂର୍ବରୁ କ୍ୟାଟ ଜାହ୍ନବୀଙ୍କର ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଜାହ୍ନବୀ ରିସେପସନରେ ବସିଥିଲେ ।

ଜାହ୍ନବୀଙ୍କ ଫିଲ୍ମ ଧଡ଼କ ୨୦ ଜୁଲାଇକୁ ରିଲିଜ ହେବ,ଯେଉଁଥିରେ ସେ ଇଶାନ ଖଟ୍ଟରଙ୍କ ସହିତ ନଜର ଆସିବେ । କ୍ୟାଟ ମଧ୍ୟ ଠଗ୍ସ ଅଫ ହିନ୍ଦୋସ୍ତାନରେ ଅମୀର ଖାନଙ୍କ ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More