Only for Entertainment

ରିଲିଜ ହେଲା ରୋମାଣ୍ଟିକ ମ୍ୟୁଜିକ ଭିଡିଓ ଆଲବମ ‘ଅଜନବୀ’, ଦେଖିବାକୁ ମିଲିଲା ଅମିର୍ – ସଂଜୀଦାଙ୍କ ରିୟଲ୍ ରୋମାନ୍ସ

Radioandmusic
0 79

ମୁକ୍ତିଲାଭ କରିଛି ଏକ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ଆଲବମ୍ ‘ଅଜନବୀ’ । ଭିଡିଓରେ ଛୋଟ ପରଦାର ପପୁଲାର୍ ଷ୍ଟାର୍ ଅମିର୍ ଅଲ୍ଲୀ ଓ ସଂଜୀଦା ଶେଖଙ୍କୁ ଦେଖିବାକୁ ମିଳିଛି । ରିୟଲ୍ ଲାଇଫ୍ କପଲ୍ ଅମିର୍ – ସଂଜୀଦାଙ୍କ ରିୟଲ୍ ରୋମାନ୍ସ ଦେଖିବାକୁ ମିଳିଛି ଭିଡିଓରେ । ଟାଇମସ ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ଏହି ଗୀତଟିରେ କଣ୍ଠଦାନ କରିଛନ୍ତି ସୋହମ ନାୟକ । ଗୀତଟିର ସଙ୍ଗୀତ ବେଶ ମନଲୋଭା ହୋଇଛି । ଆଜିର ଯୁବ ପିଢୀଙ୍କୁ ସୁହାଇଲା ଭଳି ଏହି ମ୍ୟୁଜିକ୍ ଭିଡିଓଟି ହୋଇ ପାରିଛି । ଦୁଇ ଦିନରେ ଭିଡିଓକୁ ୧୩ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଦେଖନ୍ତୁ ସଂପୂର୍ଣ୍ଣ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More