Only for Entertainment

ଟ୍ରେଲର ରିଲିଜ ପୂର୍ବରୁ ନୂଆ ପୋଷ୍ଟର ଜାରି କଲେ ମେକର୍ସ, ଦମଦାର ଲୁକରେ ନଜର ଆସିଲେ ଅର୍ଜୁନ କପୁର

image tweet by taran adarsh
39

ବଲିଉଡ ଅଭିନେତା ଅର୍ଜୁନ କପୁର ଖୁବ ଶୀଘ୍ର ଫିଲ୍ମ ‘ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଣ୍ଟ’ରେ ନଜର ଆସବେ । ମେକର୍ସ ଏହି ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଏହି ପୋଷ୍ଟରରେ ଅର୍ଜୁନ କପୁର ସିରିଅସ ଲୁକରେ ନଜର ଆସିଛନ୍ତି । ରିଲିଜ ହୋଇଥିବା ଏହି ପୋଷ୍ଟରରେ ଅର୍ଜୁନ କପୁରଙ୍କ ସହିତ ବାକି ଷ୍ଟାର୍ସ ମଧ୍ୟ ନଜର ଆସିଛନ୍ତି । ପୋଷ୍ଟର ରିଲିଜ ହେବା ପରେ ଅର୍ଜୁନଙ୍କ ଫ୍ୟାନ୍ସଙ୍କୁ ଏହା ଖୁବ ପସନ୍ଦ ଆସିଛି ।

ଆଜି ଅର୍ଥାତ ୨ ମଇ ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଥିବା ବେଳେ ଏହା ପୂର୍ବରୁ ମେକର୍ସ ଫିଲ୍ମର ଏହି ପୋଷ୍ଟରକୁ ସେୟାର କରିଛନ୍ତି । ଦେଖନ୍ତୁ ପୋଷ୍ଟର-


ଫିଲ୍ମରେ ଅର୍ଜୁନ ଏପରି ଏକ ରୋଲରେ ନଜର ଆସିବେ ଯେ ବିନା ମାରପିଟରେ ଆତଙ୍କବାଦ ବିରୋଧରେ ଲଢିଥାନ୍ତି । ନିଜର ଏହି ଚରିତ୍ରକୁ ନେଇ ଅର୍ଜୁନ ଖୁବ ଉତ୍ସାହିତ ଅଛନ୍ତି । ଫିଲ୍ମରେ ଅର୍ଜୁନଙ୍କ ବ୍ୟତିତ ରାଜେଶ ଶର୍ମା, ଶାନ୍ତିଲାଲ ମୁଖର୍ଜୀ, ପ୍ରଶାନ୍ତ ଜୈଶେଙ୍କ ପରି କଳାକାର ନଜର ଆସିବେ । ଏହି ଫିଲ୍ମ ୨୪ ମଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More