Only for Entertainment

ଦଶହରା ପାଇଁ ରେଡିଓ ଚକଲେଟ୍ ୧୦୪ ଏଫଏମ୍ ଭେଟି ଦେଇଛି ଜବରଦସ୍ତ ଗୀତ ‘ଦୁଲୁକୁଛି ପୂଜା ବଜାର’

you tube
25

ଦଶହରା ବଜାର୍କୁ ନଜରରେ ରଖି ଓଡିଶାର ନମ୍ବର ୧ ଏଫ୍ଏମ୍ ରେଡିଓ ଷ୍ଟେସନ୍ ରେଡିଓ ଚକଲେଟ୍ ୧୦୪ ଏଫ୍ଏମ୍ ଭେଟି ଦେଇଛି ଏକ ଜବରଦସ୍ତ ଗୀତ । ଯାହାର ଟାଇଟେଲ୍ ରହିଛି ‘ଦୁଲୁକୁଛି ପୂଜା ବଜାର’ । ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ସଂଗ୍ରାମ ମହାନ୍ତି ଓ ବର୍ଣ୍ଣାଳି ହୋତାଙ୍କ ଗାୟିକୀ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ସୌମିତ୍ରି ପଲାଇ । ଆଉ ଏହି ଗୀତର ଲିରିକ୍ସ ଦେଇଛନ୍ତି ଗୁରୁ ଶଥପଥୀ । ସ୍ରୋତା ଏହି ଗୀତକୁ ରେଡିଓ ଚକଲେଟ୍ ୧୦୪ ଏଫ୍ଏମରେ ଶୁଣି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More