Only for Entertainment

ରିଲିଜ ହେଲା ‘ମନମର୍ଜିୟାଁ’ର ରୋମାଂଟିକ୍ ଗୀତ ‘ଗ୍ରେ ୱାଲା ସେଡ୍’

DNA India
0 42

ଆଗାମୀ ବଲିଉଡ୍ ଫିଲ୍ମ ‘ମନମର୍ଜିୟାଁ’ର ରୋମାଂଟିକ୍ ଗୀତ ‘ଗ୍ରେ ୱାଲା ସେଡ୍’ ରିଲିଜ୍ ହୋଇଛି । ଏହି ଗୀତର କେବଳ ଅଡିଓକୁ ୟୁଟ୍ୟୁବରେ ରିଲିଜ କରାଯାଇଛି । ଫିଲ୍ମଟି ଏକ ଟ୍ରାଙ୍ଗୁଲାର୍ ଲଭଷ୍ଟୋରୀକୁ ନେଇ ଗତିଶୀଳ ହୋଇଛି । ଏଥିରେ ଅଭିଷେକ ବଚ୍ଚନ, ତାପସି ପନ୍ନୁ ଓ ବିକି କୌଶଲ୍ଙ୍କୁ ଲିଡ୍ ଭୂମିକାରେ ଦେଖିବାକୁ ମିଳିବ । ଅମିତ୍ ତ୍ରିବେଦୀଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ହର୍ଷଦୀପ କୌର୍ ଓ ଜାଜିମ୍ ଶର୍ମା । ଫିଲ୍ମଟି ୧୪ ସେପ୍ଟେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More