Only for Entertainment

ରିଲିଜ ହେଲା ‘ସଂଜୁ’ର ନୂଆ ଗୀତ ‘ରୁବି ରୁବି’

bollywoodlife
0 95

ସଂଜୟ ଦତ୍ତଙ୍କ ବାୟୋପିକ ‘ସଂଜୁ’ର ନୂଆ ଗୀତ ‘ରୁବି ରୁବି’ର ଅଡିଓ ଭର୍ସନ ରିଲିଜ ହୋଇଛି । ଏହି ଗୀତକୁ ସଂଗୀତ ଯାଦୁଗର ଏ ଆର ରେହେମନ କମ୍ପୋଜ କରିଛନ୍ତି ଯେପରିକି ଇରଶାଦ କାମିଲ ଏହି ଗୀତକୁ ଲେଖିଛନ୍ତି । ଏହି ସୁଫି ଗୀତକୁ ଶୁଣି ଆପଣ ମଧ୍ୟ ଝୁମିବା ଲାଗି ମଜବୁର ହୋଇଯିବେ ।

ଏହି ଗୀତରେ ଶାଶ୍ୱତ ସିଂ ଏବଂ ପୁରବୀ କୋତିଶ ନିଜର ସ୍ୱର ଦେଇଛନ୍ତି । ମାତ୍ର ଆପଣ କେବଳ ନିରାଶ ହୋଇ ପାରନ୍ତି କାରଣ ଗୀତର କେବଳ ଅଡିଓ ଭର୍ସନ ରିଲିଜ ହୋଇଛି । ମାତ୍ର ଏହି ଗୀତ ଆପଣଙ୍କୁ ଖୁବ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More