Only for Entertainment

New Year’s Resolution: ନିଜକୁ କରନ୍ତୁ ଏହି ଛୋଟ ସଂକଳ୍ପ, ଖୁସି ଏବଂ ଉନ୍ନତି ଭରା ହେବ ୨୦୨୦

Inkhabar
52

ନୂଆ ବର୍ଷରେ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ରିଜୋଲ୍ୟୁସନ ନେଇଥାନ୍ତି । ନିଜକୁ ବଡ ବଡ ସ ଂକଳ୍ପ କରିଥାନ୍ତି କିଛି ଏହାକୁ ପୂରା କରିପାରନ୍ତି ନାହିଁ । କିନ୍ତୁ ଏବଂ ନୂଆ ବର୍ଷରେ ଚେଷ୍ଟା କରନ୍ତୁ ଏହା ଯେପରି ପୂରା ହେଉ । ସେଥିପାଇଁ ଆପଣଙ୍କୁ ବଡ ନୁହେଁ ବରଂ ଛୋଟ ରିଜୋଲ୍ୟୁସନ ନେବା ଉଚିତ ଯାହା ସହଜରେ ପୂରଣ ହୋଇପାରିବ । ତେବ ଜାଣନ୍ତୁ କେଉଁ ପ୍ରକାର ନ୍ୟୁ ଇ୍ୟର ରିଜୋଲ୍ୟୁସନ ନେବେ ।

ଇନଭେଷ୍ଟ କରନ୍ତୁ-
କୁହାଯାଏ ହାତରେ ପଇସା ଥିଲେ ଘରର ଆର୍ଥିତ ସ୍ଥିତି ମଜବୁତ ରହିଥାଏ । ତେବେ ୨୦୧୯ରେ ନିଜର ଆର୍ଥିକ ସ୍ଥିତିକୁ ସୃଦୁଢ କରିବା ପାଇଁ ଅଜଥା ଟଙ୍କା ଖର୍ଚ୍ଚ ନକରି ସଂଜୟ କରନ୍ତୁ । ଆପଣ ଚାହିଁଲେ ଇନଭେଷ୍ଟମେଣ୍ଟ ପ୍ଲାନ୍ସ ନେଇ ପାରିବେ । ଏହା କେବଳ ଆପଣଙ୍କର ନୂହେଁ ଆପଣଙ୍କ ପରିବାରର ଭବିଷ୍ୟତ ପାଇଁ କାମରେ ଲାଗିପାରିବ ।

ଟ୍ରାଭେଲ କରନ୍ତୁ-
ଜିନ୍ଦଗୀ ନା ମିଲେଗୀ ଦୁବାରା ଏହି ହିନ୍ଦୀ ଫିଲ୍ମର ଡାଇଲଗ ଆମକୁ ଭଲ ମେସେଜ ଦେଇଥାଏ । ଟ୍ରାଭେଲ କରିବା ଦ୍ୱାରା ନା କେବଳ ମନ ଫ୍ରେଶ ହୋଇଥାଏ ଏହା ଦ୍ୱାରା ଜ୍ଞାନମଧ୍ୟ ବଢିଥାଏ । ତେଣୁ ନୂଆ ବର୍ଷରେ ଅର୍ଥ ସ ଂଚୟକୁ ନଜରେ ରଖି ନୂଆ ନୂଆ ଯାଗାକୁ ବୁଲିବାକୁ ଯାଆନ୍ତୁ ।

ଫୋକସ-
ଲାଇଫରେ ଫୋକସ ରଖନ୍ତୁ ଆପଣଙ୍କୁ ଏହା ସମସ୍ୟାରୁ ଦୂରେଇ ରଖିବ । କାମରେ ହେଉ କିମ୍ବା ଲାଇଫରେ ଫୋକସ ଆପଣଙ୍କୁ ସକସେସର ରାସ୍ତାରେ ନେବା ପାଇଁ ସାହାଯ୍ୟ କରିବ ।

ନିଜକୁ ସମୟ ଦିଅନ୍ତୁ-
ନୂଆ ବଷର୍ଜ୍ଞରେ ନିଜକୁ ସମୟ ଦିଅନ୍ତୁ । ନିଜକୁ ସମୟ ଦେବା ଫଳରେ ଆପଣ ନିଜକୁ ଭଲ ଭାବେ ବୁଝିପାରିବେ । ସକାଳେ ହେଉ କିମ୍ବା ସଂନ୍ଧ୍ୟାରେ ୧୦ କିମ୍ବା ୧୫ ମିନିଟ ମେଡିଟେସନ କିମ୍ବା ୱାକ କରନ୍ତୁ ।

ହେଲଦୀ ଖାଆନ୍ତୁ –
ନୂଆ ବର୍ଷରେ ନିଜ ସ୍ଥାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ । କାରଣ ହେଲଥ ହଁ ୱେଲଥ ହୋଇଥାଏ । ତେଣୁ ହେଲଦୀ ଖାଦ୍ୟ ଖାଆନ୍ତୁ ଏବଂ ଶରୀରର ଯତ୍ନ ନିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More