Only for Entertainment

ପରିବାର ସହିତ ସିଦ୍ଧିବିନାୟକ ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ନେଲେ ଦୀପିକା-ରଣବୀର ।

YouTube
14

ବୁଧବାର ରାତିରେ ଦୀପିକା ଏବଂ ରଣବୀର ସିଂ ମୁମ୍ବାଇରେ ନିଜର ଦ୍ୱିତୀୟ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ସହିତ ମିଡିଆର କିଛି ଲୋକ ଉପସ୍ଥିତ ଥିଲେ । ତେବେ ରିସେପ୍ଲସନ ପାର୍ଟି ପରେ ଦୀପବୀର କିଛି ସମୟ ପୂର୍ବରୁ ପରିବାର ସହିତ ସିଦ୍ଧିବିନାୟକ ମନ୍ଦିର ଯାଇ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଇଛନ୍ତି । ଉଭୟ ଦୀପିକାଭ୍କ ରଣବୀରଙ୍କ କ୍ରିମ କଲର ପୋଷାକର ଦେଖିବାକୁ ମିଳିଥିଲା । ମନ୍ଦିରରୁ ବାରିବା ପରେ ଦୁହେଁ ମିଡିଆକୁ ପୋଜ ମଧ୍ୟ ଦେଇଥିଲେ । ବଲିଉଡର ଏହି ଷ୍ଟାରକପଲଙ୍କୁ ଦେଖିବା ପାଇଁ ମନ୍ଦିର ଚାରିପାଖରେ ଫ୍ୟାନ୍ସଙ୍କ ଭିଡି ଦେଖିବାକୁ ମିଳିଥିଲା । ଫ୍ୟାନ୍ସ ଦୀପବୀରଙ୍କୁ ପାଖରେ ପାଇ ଖୁବ ଉତ୍ସାହିତ ହୋଇଥିଲେ ଏବଂ ଷ୍ଟାରକପଲଙ୍କୁ ଶୁଭକାମନା ଜଣାଇଥଲେ ।

 

 

View this post on Instagram

 

#deepikapadukone #ranveersingh parents today at #siddhivinayaktemple #DeepVeerKiShaadi @viralbhayani

A post shared by Viral Bhayani (@viralbhayani) on

 

View this post on Instagram

 

And after the puja they posed again #ranveersingh #deepikapadukone #DeepVeerKiShaadi @viralbhayani

A post shared by Viral Bhayani (@viralbhayani) on

 

View this post on Instagram

 

Mom’s dad’s and sistas #ranveersingh #deepikapadukone today at #siddhivinayaktemple #DeepVeerKiShaadi @viralbhayani

A post shared by Viral Bhayani (@viralbhayani) on

 

View this post on Instagram

 

#ujjalapadukone with #ritikabhavnani today at #siddhivinayaktemple @viralbhayani

A post shared by Viral Bhayani (@viralbhayani) on

 

View this post on Instagram

 

#anishapadukone #prakashpadukone today at #siddhivinayaktemple #DeepVeerKiShaadi @viralbhayani

A post shared by Viral Bhayani (@viralbhayani) on


କହିରଖୁଛୁ ଯେ, ଦୀପବୀର ନଭେମ୍ବର ୧୪ ଏବଂ ୧୫ରେ ମୁମ୍ବାଇର ଲେକ କୋମୋରେ ବିବାହ କରିଥିଲେ । ଏହା ପରେ ଦୁହେଁ ୧୮ ନଭେମ୍ବରରେ ଦୁହେଁ ଭାରତ ଆସିଥିଲେ । ମୁମ୍ବାଇ ଏବଂ ବେଙ୍ଗାଲୁର ରିସେପ୍ସନ ପରେ ଦୁହେଁ ୧ ଡିସେମ୍ବରରେ ଆଉ ଏକ ରିସେପ୍ସନ ପାର୍ଟି ଦେବେ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More