Only for Entertainment

ଭାଇରାଲ ହେଲା ଅମରେଶ ପୁରିଙ୍କ ଫଟୋ ସ୍ଥାନରେ କୁକୁଡ଼ା ଗୋଡ଼,ସାମ୍ବାଦିକଙ୍କ ନିଆରା ଉପସ୍ଥାପନା ।

dailyhunt
0 59

ଆଜିର ଦିନରେ ଖବର କାଗଜ ହେଉ ବା ଟିଭି ଚ୍ୟାନେଲ ଏସବୁର କୌଣସି ଅଭାବ ନାହିଁ । ବର୍ତ୍ତମାନ ଏହି ଟ୍ରେଣ୍ଡରେ ଯୋଡ଼ି ହୋଇ ଯାଇଛନ୍ତି ଡିଜିଟାଲ ସାମ୍ବାଦିକ । ତେଣୁ ଖବର କାଗଜ ଓ ଟିଭି ଭଳି ଲୋକମାନେ ଇଂଟରନେଟରେ ସାଇଟକୁ ଯାଇ ତତକ୍ଷଣାତ ବିଭିନ୍ନ ପ୍ରକାରର ଖବର ପାଇ ପାରୁଛନ୍ତି । ଯାହା ନିହାତି ଭାବରେ ସମସ୍ତଙ୍କ ପାଇଁ ଏକ ସୁବିଧା ଭାବେ ପରିଲକ୍ଷିତ ହୋଇଛି । ତେବେ ବେଳେ ବେଳେ ବ୍ୟସ୍ତତା ହେତୁ ଡିଜିଟାଲ ସାମ୍ବାଦିକ ଏଭଳି ଖବର ଦେଉଛନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱଭାବିକ କଥା । ତେବେ ନିକଟରେ ସେହିଭଳି ଏକ ଅଭାବନୀୟ ଫଟୋ ଦେଖିବାକୁ ମିଳିଛି ସୋସିଆଲ ସାଇଟରେ ।

ବାସ୍ତବରେ ଓଡ଼ିଶାର ଏକ ୱେବ ସାଇଟରେ ଦିବଙ୍ଗତ ଅଭିନେତା ଅମରେଶ ପୁରିଙ୍କ ଜନ୍ମଦିନ ନ ଥାଇ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇଛନ୍ତି ଏବଂ ଏହା ସହିତ ଅମରେଶ ପୁରିଙ୍କ ଫଟୋ ଦେବା ସ୍ଥାନରେ କୁକୁଡ଼ା ମାନଙ୍କ ଗୋଡ଼ର ଫଟୋ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More