Only for Entertainment

ନିଆଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖି କ୍ରେଜି ହେଲେ ଫ୍ୟାନ୍ସ, ଆପଣ ମଧ୍ୟ ଦେଖନ୍ତୁ ।

zee news
0 39

ନିଜର ବୋଲ୍ଡ ଅନ୍ଦାଜ ଏବଂ ଷ୍ଟାଇଲଷ୍ଟେଟମେଣ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଟିଭି ଅଭିନେତ୍ରୀ ନିଆ ଶର୍ମା ପୁଣିଥରେ ଚର୍ଚ୍ଚାରେ । କିନ୍ତୁ ଏଥର ନିଜ ବୋଲ୍ଡ ଅନ୍ଦାଜ ପାଇଁ ନୁହେଁ ଡ୍ୟାନ୍ସକୁ ନେଇ ଚର୍ଚ୍ଚାରେ । ନିକଟରେ ନିଆଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ନିଆ ଏହି ଭିଡିଓକୁ ଦୁଇ ଦିନ ପୂର୍ବେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଭିଡିଓରେ ନିଆ Magenta Riddim ରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ନିଆଙ୍କ ଏହି ଭିଡିଓକୁ ୪ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଥିବା ବେଳେ ୫୮ ହଜାରରୁ ଅଧିକ ଲାଇକ ମିଳିସାରିଛି । ଇଂଷ୍ଟାଗ୍ରାମରେ ସେୟାର କରିଥିବା ନିଆଙ୍କ ଏହି ଭିଡିଓକୁ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

I also got my fav #magentariddim beats? #goldawards2018 @vikaaskalantri ??

A post shared by Nia Sharma (@niasharma90) on

ଭିଡିଓ ସେ ୟାର କରି ନିଆ ଲେଖିଥିଲେ, ‘ଗୋଲଡେ ନ ଆୱାର୍ଡରେ ମୋତେ ମୋର ପସନ୍ଦର ଗୀତ Magenta Riddim ରେ ଡ୍ୟାନ୍ସ କରିବାର ସୁଯୋଗ ମିଳିଛି ।’ କହିରଖୁଛୁ ଯେ ନିଆଙ୍କୁ ଶୋ ଜମାଇ ରାଜାରୁ ପରିଚୟ ମିଳିଥିଲା । ନିକଟରେ ସେ ବିକ୍ରମ ଭଟ୍ଟଙ୍କ ୱେବ ସିରିଜ ‘ଟ୍ୱିଷ୍ଟେଡ’ରେ ନଜର ଆସିଥିଲେ । ଏହି ସିରିଜକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More