Only for Entertainment

ହଠାତ୍ ଗାଡିରୁ ଓହ୍ଲାଇ ଟ୍ରାଫିକରେ ଡ୍ୟାନ୍ସ କରିବାକୁ ଲାଗିଲେ ଏହି ଟିଭି ଅଭିନେତ୍ରୀ, ଭିଡିଓ ଭାଇରାଲ ।

Internet News Blog
0 52

ପପୁଲାର ଟିଭି ଅଭିନେତ୍ରୀ ନିଆ ଶର୍ମା କପରି ଚର୍ଚ୍ଚାରେ ରହିବେ ତାହା ତାଙ୍କୁ ଖୁବ ଭଲଭାବେ ଜଣା । ଟିଭି ସିରିଏଲ, ୱେବ ସିରିଜ ହେଉ କିମ୍ବା ସୋସିଆଲ ମିଡିଆ ପ୍ରତ୍ୟେକ ପ୍ଲାଟଫର୍ମରେ ସେ ଛାଇ ରହିଛନ୍ତି । ଖତରୋଁ କେ ଖିଲାଡୀ ରେ ଜବରଦସ୍ତ ଷ୍ଟଣ୍ଟ ଏବଂ ଟିଭି ସିରିଏଲ ଜମାଇ ରାଜାରେ ସୁନ୍ଦର ଅଭିନୟ କରିଥିବା ନିଆଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ନିଆ ରାସ୍ତାରେ ଯାଉଥିବା ସମୟରେ କାରରୁ ଓହ୍ଲାଇ ଡ୍ୟାନ୍ସ କରିଥିବା ହେଖିବାକୁ ମିଳିଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ଭିଡିଓରେ ନିଆ କାରରେ ବସି ଡ୍ୟାନ୍ସ କରୁଛନ୍ତି । ଏହାପରେ ସେ ହଠାତ କାରରୁ ଓହ୍ଲାଇ ଊକ୍ସବଳର ଗୀତ ଓଦ୍ଭ ଗଚ୍ଚ ୠରରକ୍ଷସଦ୍ଭଶଗ୍ଦ ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହା ସହିତ ସେ କ୍ୟାପସନରେ ଲେଖିଥିଲେ ମୁମ୍ବାଇ ଟ୍ରାଫିକରେ କାର ଆଗକୁ ବଢିବା ମୁସକିଲ ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More