Only for Entertainment

ହିଟ ପଂଜାବୀ ଟ୍ରାକରେ ନିକ ଜୋନସ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଡ୍ୟାନ୍ସ ଭାଇରାଲ

aajtak
66

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ କ୍ୟୁଟେଷ୍ଟ କପଲ ମାନଙ୍କ ମଧ୍ୟରୁ ଗୋଟିଏ । ଗତକାଲି ନିଜ ଜୋନସ ତାଙ୍କର ୨୭ ତମ ଜନ୍ମଦିନ ପାଳନ କରିଛନ୍ତି । ଯାହାର କିଛି ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡ଼ିଓରେ ନିକ ଏବଂ ପ୍ରିୟଙ୍କାଙ୍କ କେମେଷ୍ଟ୍ରି ଖୁବ ସାନଦାର ଦେଖିବାକୁ ମିଳିଛି । ତେବେ ଭିଡ଼ିଓ ସାମ୍ନାକୁ ଆସୁ ଆସୁ ଇଂଟରନେଟରେ ଭାଇରାଲ ହୋଇ ସାରିଛି । ଭିଡ଼ିଓରେ ନିକ ବଲିଉଡ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛି ।

 

ନିକ ଜୋନସ ଅଜୟ ଦେବଗନଙ୍କ ଫିଲ୍ମ ଦେ ଦେ ପ୍ୟାର ଦେ’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ପ୍ରିୟଙ୍କା ଚୋପ୍ରା ତାଙ୍କ ସହିତ ଡ୍ୟାନ୍ସରେ ତାଳ ମିଳାଉ ଥିବାର ନଜର ଆସିଛନ୍ତି ।

ଏହା ପ୍ରଥମ ଥର ଯେତେବେଳେ ନିକଙ୍କୁ ବଲିଉଡ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More