Only for Entertainment

ପର୍ଫେକ୍ଟ ପତି ନିକ, ପ୍ରିୟଙ୍କାଙ୍କ ଖାଇବା ଠାରୁ ପିଇବା ପର୍ଯ୍ୟନ୍ତ ଧ୍ୟାନ ରଖନ୍ତି ।

aajtak
22

କାନ୍ସରେ ଚର୍ଚ୍ଚାକୁ ଆସିଛି ପ୍ରିୟଙ୍କା ଚୋପ୍ରାଙ୍କ ଗ୍ଲାମରସ ଲୁକ । କିନ୍ତୁ କାନ୍ସରେ ପ୍ରିୟଙ୍କାଙ୍କ ଲୁକକୁ ପର୍ଫେକ୍ଟ କରାଇବାରେ ରହିଛି ପତି ନିକଙ୍କ ଖାସ ଗୁରୁତ୍ୱ । ସୋସିଆଲ ମିଡିଆରେ ନିକ ଜୋନସଙ୍କ କେତେକ ଫଟୋ ଭାଇରାଲ ହେଉଛି । ଫଟୋରେ ପ୍ରିୟଙ୍କାଙ୍କ ଖାସ ଯତ୍ନ ନେଉଥିବାର ନଜର ଆସିଛନ୍ତି ।

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଫଟୋରେ ନିକ ଜୋନସ ପ୍ରିୟଙ୍କାଙ୍କୁ ପିଜା ଖୁଆଉ ଥିବାର କ୍ୟୁଟ ଅନ୍ଦାଜ ଦେଖିବାକୁ ମିଳିଛି ।

ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଭିଡ଼ିଓରେ ନିକ ପ୍ରିୟଙ୍କାଙ୍କ ଡ୍ରେସ ଠିକ କରୁଥିବାର ଦେଖିବାକୁ ମିଳିଛି ।

ପ୍ରିୟଙ୍କା କାନ୍ସରେ ରେଡ କାର୍ପେଟକୁ ଓହ୍ଲାଇବା ସମୟରେ ବର୍ଷା ହେଉଥିଲା ଏବଂ ନିକ ଛତା ଦେଖାଉ ଥିବାର ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More