Only for Entertainment

ସମୂଦ୍ରରେ ପଡ଼ୁ ପଡ଼ୁ ବଂଚିଗଲେ ପ୍ରିୟଙ୍କା, ସମ୍ଭାଳିନେଲେ ପତି ନିକ ।

102

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ପତି ନିକ ଜୋନସଙ୍କ ସହିତ ପ୍ୟାରିସରେ ଅଛନ୍ତି । କାରଣ ହେଉଛି ନିକଙ୍କ ଭାଇ ଜୋ ଜୋନଓ ତାଙ୍କ ଦୀର୍ଘ ସମୟର ଗର୍ଲଫ୍ରେଣ୍ଡ ସୋଫି ଟର୍ଣ୍ଣରକୁ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । ଏହି କାରଣରୁ ପୂରା ପରିବାର ୪,୫ ଦିନ ହେବ ପ୍ୟାରିସରେ ଅଛନ୍ତି । ନିକଟରେ ସେଠାରେ ପ୍ରିୟଙ୍କା ଏକ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଯଦି ନିକ ସେଠାରେ ନଥାନ୍ତେ ତେବେ କିଛି ମଧ୍ୟ ଆଘାତ ପାଇଥାନ୍ତେ ପ୍ରିୟଙ୍କା ପାଣିରେ ପଡ଼ି ଯାଇଥାନ୍ତେ । ବାସ୍ତବରେ ପ୍ରିୟଙ୍କା ନିକ ଓ ଅନ୍ୟ ମାନଙ୍କ ସହିତ ୟଟରେ ମସ୍ତୀ କରୁଥିଲେ । ୟଟ ଜୋରରେ ହଲିବାରୁ ପ୍ରିୟଙ୍କାଙ୍କ ଭାରସାମ୍ୟ ବିଗିଡ଼ିଗଲା । କିନ୍ତୁ ହଠାତ ନିକ ତାଙ୍କୁ ସମ୍ଭାଳିନେଲେ । ପ୍ରିୟଙ୍କାଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କହିରଖୁଛୁ ଘଟଣା ପରେ ଦୁଇଜଣ ହସିବାକୁ ଲାଗୁଛନ୍ତି ଏବଂ ହଠାତ ସମସ୍ତଙ୍କ ନଜର ତାଙ୍କ ଉପରକୁ ଆସିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More