Only for Entertainment

ଦେଶୀଗାର୍ଲଙ୍କ ପାଇଁ ପାଗଳ ହେଲେ ନିକ ଜୋନସ, ଖୁବ ଶୀଘ୍ର କରିବାକୁ ଯାଉଛନ୍ତି କିଛି ଏଭଳି ଚାହିଁ ରହିଯିବ ସମ୍ପୂର୍ଣ୍ଣ ଭାରତ !

TellyChakkar
0 48

ବିଗତ କିଛି ବର୍ଷ ହେବ କେବଳ ଫିଲ୍ମ କଳାକାର ନୁହଁନ୍ତି ବରଂ ସାଧାରଣ ଲୋକଙ୍କ ମଧ୍ୟରେ ଟାଟୁର ଖୁବ ଚାହିଦା ଦେଖିବାକୁ ମିଳିଛି । ସେହିଭଳି କିଛି କଳାକାର ଖାସ ଡିଜାଇନ ଟାଟୁ ବନାଇଛନ୍ତି ତ କିଛି କଳାକାର କାହାର ନାଁରେ ଟାଟୁ ବନାଇଛନ୍ତି । ସୈଫ ଅଲ୍ଲୀ ଖାନଙ୍କ ଠାରୁ ନେଇ ଦୀପିକା ପାଦୁକୋନ ଏବଂ ଅକ୍ଷୟ କୁମାର ମଧ୍ୟ । ଏବେ ଶୁଣିବାକୁ ମିଳିଛି ଯେ ନିକ ଜୋନସ ମଧ୍ୟ ଏହି କ୍ଲବରେ ସାମିଲ ହେବାକୁ ଯାଉଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ନିକ ମଧ୍ୟ ଏହି ଭଳି କିଛି କରିବା ପାଇଁ ଯାଉଛନ୍ତି ।

ଯଦି ଆପଣଙ୍କୁ ଲାଗୁଛି ଯେ ପ୍ରିୟଙ୍କା ଏବଂ ନିକଙ୍କ ସମ୍ପର୍କ ଖୁବ ଦୃତ ଗତିରେ ଆଗକୁ ବଢିବାରେ ଲାଗିଛି ତେବେ ଆପଣ ଭୂଲ ଅଟନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଦୁହେଁ ଅନେକ ଦିନ ହେବ ଦୁହିଁଙ୍କୁ ଡେଟ କରୁଛନ୍ତି ମାତ୍ର ଏହା କିଛି ମାସ ହେବ ପବ୍ଲ ିକାଲି ହୋଇଛି । କିଛି ଦିନ ହେବ ଭାରତ ଆସିଥିଲେ ଏହାପରେ ସେ ତାଙ୍କ ସମ୍ପର୍ଣ୍ଣ ପରିବାରକୁ ସାକ୍ଷାତ କରିଥିଲେ । ଏହାପରେ ଏବେ ସେ ପୁଣି ଥରେ ଭାରତ ଆସିଛନ୍ତି ମାତ୍ର ଏଥର ସେ ଏକା ନୁହଁନ୍ତି ସମ୍ପୂର୍ଣ୍ଣ ପରିବାର ସହ ଆସିଛନ୍ତି । ମାତ୍ର ବୁଲିବାକୁ ନୁହେଁ ବରଂ ବିବାହ ପକ୍କା କରିବାକୁ । ଏଠାରେ ଆମେ କହି ରଖୁଛୁ ଯେ ଆଜି ତାଙ୍କର ନିର୍ବନ୍ଧ ଅଛି ଏବଂ ଦୁହେଁ ଆଜି ସଂନ୍ଧ୍ୟାରେ ନିର୍ବନ୍ଧ ପାର୍ଟି ମଧ୍ୟ ଦେବେ । ସମସ୍ତେ ଆଶା ବାନ୍ଧି ବସିଛନ୍ତି ଯେ ଆଜି ନିଶ୍ଚୟ ପ୍ରିୟଙ୍କା ଏବଂ ନିକ କିଛି ବଡ ଘୋଷଣା କରିବେ ।

କିନ୍ତୁ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ନିକ ପ୍ରିୟଙ୍କାଙ୍କ ନାଁରେ ଟାଟୁ ବନାଇବେ । ବିଶେଷ ସୂତ୍ରରୁ ପ୍ରକାଶ ଯେ ନିକ ପ୍ରିୟଙ୍କାଙ୍କୁ ଖୁବ ସିରିୟସ ଅଛନ୍ତି ଏବଂ ତାଙ୍କର ଏହି ସମ୍ପର୍କକୁ ସ୍ପେଶାଲ ବନାଇବା ଲାଗି ସେ ଏହିଭଳି କିଛି କରିବାକୁ ଯାଉଛନ୍ତି ।  ଯଦି ବିବାହ କଥା ଆସୁଛି ଦୁହେଁ ଅକ୍ଟୋବରରେ ବିବାହ କରି ପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More