Only for Entertainment

ଦୀପିକାଙ୍କ ଏକ୍ସ ବୟଫ୍ରେଣ୍ଡ ଶୁଣିବାକୁ ନାପସନ୍ଦ କରୁଛନ୍ତି ନିହାର, ଖୁବ ଶୀଘ୍ର କରିବାକୁ ଯାଉଛନ୍ତି ବିବାହ !

41

ଖୁବ ଶୀଘ୍ର ନିହାର ପାଣ୍ଡ୍ୟା ଫିଲ୍ମ ‘ମଣିକର୍ଣ୍ଣିକା’ ଦ କ୍ୱିନ ଅଫ ଝାନ୍ସୀ’ରେ ବଡ ପରଦାରେ ନଜର ଆସିବେ । ଏହି କଥା ଅଲଗା ଯେ ସେ ନିଜ ଫିଲ୍ମ ନୁହ ବରଂ ଅନ୍ୟ କୌଣସି ବିଷୟ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଅସଲରେ କେବେ ନିହାର ପାଣ୍ଡ୍ୟା ଏବଂ ଦୀପିକା ପାଦୁକୋଣ ରିଲେସନସିପରେ ଥିଲେ । ଏବେ ଦୀପିକାଙ୍କ ହୋଇ ସାରିଲାଣି ଏବଂ ନିହାର ମଧ୍ୟ ଖୁବ ଶୀଘ୍ର ସିଙ୍ଗର ନୀତି ମୋହନଙ୍କୁ  ବିବାହ କରିବାକୁ ଯାଉଛନ୍ତି ।

ନିହାର ପାଣ୍ଡ୍ୟା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଏବେ ବିବାହ କରିବାକୁ ଯାଉଛନ୍ତି ଏବଂ ସେ  ନିଜକୁ ଦୀପିକାଙ୍କ ଏକ୍ସ ବୋଲି ଶୁଣିବାକୁ ଚାହୁଁନାହାନ୍ତି । ରିପୋର୍ଟ ମୁତାବକ ତାଙ୍କ ମନରେ ଦୀପିକାଙ୍କ ବିଷୟରେ କୌଣସି କଡା ମନ୍ତବ୍ୟ ଭାବନ୍ତି ନାହିଁ ଏବଂ ସେ ଚାହାନ୍ତି ଯେ ଦୀପିକା ଖୁସିରେ ରୁହନ୍ତୁ ।

 

ଏଠାରେ ଆମେ ନିହାରଙ୍କ ବିବାହ ବିଷୟରେ କହିବାକୁ ଗଲେ ତାଙ୍କର ବିବାହ ପ୍ରି-ୱେଡିଂ ଫଙ୍କସନ ଭାଲେଂଟାଇନ ଡେରେ ଆରମ୍ଭ ହେବ । ଏହାପରେ ୧୫ଫେବୃୟାରୀରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More