Only for Entertainment

ଖୁବ ଶୀଘ୍ର ପରଦାକୁ ଆସୁଛି ନିଆରା ଫିଲ୍ମ ‘ନିମକି-ନିମପୁରରୁ ନବିନ ନିବାସ’, ପ୍ରମୋସନରେ ବ୍ୟସ୍ତ ବର୍ଷା ପ୍ରିୟଦର୍ଶିନୀ !

31

ମୁକ୍ତିଲାଭ କରିଛି ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ନିମକି – ନିମପୁରରୁ ନବିନ ନିବାସ’ର ଟ୍ରେଲର୍ । ଏକ ସାଧାରଣ ଝିଅର ଅସାଧାରଣ ସାହସକୁ ଗତିଶୀଳ ହୋଇଛି ଏହି ଚଳଚ୍ଚିତ୍ର ନିମକି। ସିନେମାରେ ନିମକି ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ତେବେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବର୍ଷା ଏବେ ଏହି ଫିଲ୍ମର ପ୍ରମୋସନରେ ରହିଛନ୍ତି ବ୍ୟସ୍ତ କାରଣ ଚଳିତ ମାସରେ ଏହି ଫିଲ୍ମ ପରଦାକୁ ଆସିବାକୁ ଯାଉଛି । ତେବେ ସୋସିଆଲ ମିଡିଆରେ ମଧ୍ୟ ନିଆରା ଅନ୍ଦାଜରେ ବର୍ଷା କରୁଛନ୍ତି ଫିଲ୍ମର ପ୍ରମୋସନ । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମ ଅକାଉଂଟରେ ଏକ ଭିଡିଓ ଶେୟାର କରି ଫିଲ୍ମ ପ୍ରମୋସନ କରିଛନ୍ତି । ଦେଖନ୍ତୁ –

 

View this post on Instagram

 

“NIMKI” RELEASING ON THIS 23RD JANUARY?? PLEASE DO COME WITH YOUR FAMILY,FRIENDS & RELATIVES????

A post shared by Varsha Priyadarshini❤️Actress? (@varshapriyadarshiniforever) on

ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଫିଲ୍ମ ନିମକି ଚଳିତ ମାସ ୨୩ତାରିଖରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More