Only for Entertainment

କୁକୁର ପାଇଁ ୩୬ ହଜାରର ଜ୍ୟାକେଟ କିଣିଲେ ପ୍ରିୟଙ୍କା ।

indiatoday
35

ପତି ନିକ ଜୋନସଙ୍କ ସହିତ ବିଦେଶରେ ଆକର୍ଷଣୀୟ ହନିମୁନ ସାରି ପ୍ରିୟଙ୍କା ତାଙ୍କ ଦ୍ୱିତୀୟ ଘର ଲସ ଏଂଜେଲସକୁ ଫେରିଛନ୍ତି । ଏହି ସୁନ୍ଦରୀ ଏବେ ତାଙ୍କର ପ୍ରଥମ ୟୁଟ୍ୟୁବ ପାଇଁ କାମ କରୁଛନ୍ତି ଏବଂ ନିଜ କୁକୁର ଡାଏନା ସହିତ କିଛି ମୂଲ୍ୟବାନ ସମୟ ବିତାଉଛନ୍ତି ।

ନିକଟରେ ପ୍ରିୟଙ୍କା ଚୋପ୍ରା ତାଙ୍କ କ୍ୟୁଟ କକୁରର ଏକ ଫଟୋ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଯେଉଁଥିରେ ଡାଏନା ଖୁବ ମନଲୋଭା ମନେ ହେଉଛି । ଯେଉଁଥିରେ ଅପାଣ ଦେଖିପାରିବେଯେ ଡାଏନା ଚୋପ୍ରା ବେଡ ଉପରେ ହୁଡି ଜ୍ୟାକେଟ ପିନ୍ଧି ବିଶ୍ରାମ ନେଉଛି । ତେବେ ପ୍ରିୟଙ୍କା କ୍ୟାପ୍ସନରେ ଲେଖିଛନ୍ତି ଏହା ଖୁବ ଥଣ୍ଡା । ତେବେ ଆମ ନଜର ଯେତିକି ଡାଏନା ଉପରକୁ ଯାଉଛି ତାହାଠାରୁ ଅଧିକ ନଜର ପଡ଼ୁଛି ଡାଏନା ପିନ୍ଧିଥିବା ଜ୍ୟାକେଟ ଉପରେ । ଯାହାର ମୂଲ୍ୟ ୩୫ ହଜାର ୩୨୦ ଟଙ୍କା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More