Only for Entertainment

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ନୁଡୁଲ୍ସ ପକୋଡ଼ା’

Archana's Kitchen
0 37

ଆବଶ୍ୟକ ସାମଗ୍ରୀ:

ବେସନ, କନଫ୍ଲୋର, ନୁଡଲ୍ସ, ଛତୁ, ବନ୍ଧାକୋବି, କଞ୍ଚାଲଙ୍କା, ଅଦା, ଧନିଆ ପତ୍ର, ଲଙ୍କାଗୁଣ୍ଡ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କଡେଇରେ ପାଣି ଗରମ କରନ୍ତୁ । ସେଥିରେ ନୁଡଲ୍ସ ପକାନ୍ତୁ । ନୁଡଲ୍ସ ହୋଇଗଲା ପରେ ତାକୁ ପାଣିରୁ ଛାଣି ଦିଅନ୍ତୁ । ଏହାପରେ ଏକ ପାତ୍ରରେ ବେସନ ଓ କନଫ୍ଲୋରକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ । ପରେ କଞ୍ଚାଲଙ୍କା ଅଦା, କଟା ଛତୁ,କଟା ବନ୍ଧାକୋଟି ଓ ନୁଡୁଲ୍ସକୁ ପକାଇ ଭଲଭାବେ ମିକ୍ସ କରନ୍ତୁ । ଏବେ କଡେଇରେ ତେଲ ଗରମ କରି ପେଷ୍ଟକୁ ଛାଣନ୍ତୁ । ଏହା ଟିକିଏ ଲାଲ ହୋଇଯିବା ପରେ ପ୍ଲେଟକୁ କାଢ଼ି ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ନୁଡୁଲ୍ସ ପକୋଡ଼ା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More