Only for Entertainment

ନୋରା ଫତେହିଙ୍କୁ ଟକ୍କର ଦେବାକୁ ଆସିଲେ ‘ନଚ ବଲିୟେ’ର ପ୍ରତିଯୋଗୀ, ପୁଣି ହେଲା କିଛି ଏଭଳି, ଭିଡିଓ !

71

ନୋରା ଫତେହିଙ୍କ ଡାନ୍ସକୁ କେହି ମୁକାବିଲା କରି ପାରିବେ ନାହିଁ ,କିନ୍ତୁ ‘ନଚ ବଲିୟେ୯’ ପ୍ରତିଯୋଗୀ ନତାଶା ସ୍ତାନକୋବିଚ ଏହି କଥାକୁ ଭୂଲ ପ୍ରମାଣିତ କରିବା ପାଇଁ ପ୍ରୟାସ କରିଛନ୍ତି । ଅସଲରେ ନତାଶା ସ୍ତାନକୋବିଚ ଶୋ’ର ସେଟରେ ନୋରା ଫତେହିଙ୍କ ଗୀତରେ ଟକ୍କର ଦେବା ପାଇଁ ପ୍ରୟାସ କରିଛନ୍ତି । କିନ୍ତୁ ଶୋ’ରେ ଦୁହେଁ ନାଚରେ ଏତେ ମାତ୍ରାରେ ମଜି ଯାଇଛନ୍ତି ଯେ ନିଜ ଡାନ୍ସରେ ପୂରା ଶୋ’ରେ ଧମାକା କରି ଦେଇଛନ୍ତି । କେବଳ ସେତିକି ନୁହେଁ ନତାଶା ନୋରା ଫତେହିଙ୍କ ସହ ବେଲି ଡାନ୍ସ କରି ଏହା ପ୍ରମାଣ କରିଛନ୍ତି ଯେ ସେ ଡାନ୍ସରେ ସେ ଖୁବ ଦମଦାର ଅଟନ୍ତି ।

 

View this post on Instagram

 

A-M-A-Z-İ-N-G ?? Follow me @norafatehistar . . @norafatehi #norafatehi

A post shared by Nora Fatehi ||? (@norafatehistar) on

ସାକି ସାକି ଗୀତରେ ନୋରା ଫତେହି ଏବଂ ନତାଶାଙ୍କ ଡାନ୍ସ ଦେଖିବା ଲାୟକ ଥିଲା । ଦୁହେଁ ଡାନ୍ସ ଦ୍ୱାରା ନିଜ ଏନର୍ଜୀକୁ ପ୍ରମାଣିତ କରିଛନ୍ତି ଯେ ଡାନ୍ସରେ ନୋରା ଫତେହିଙ୍କ ସହ ନତାଶା ମଧ୍ୟ କଡା ଟକ୍କର ଦେଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More