Only for Entertainment

ପୁଣିଥରେ ସାକି ସାକି ଗୀତରେ ନୋରାଙ୍କ ଜଲୱା, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

hindirush
64

ଦିଲବର ଗୀତରେ ଜଲୱା ଦେଖାଇବା ପରେ ସାକି ସାକି ଗୀତରେ ଦର୍ଶକଙ୍କୁ ଦିୱାନା କରିଥିଲେ ବଲିଉଡ ବେଲି ଡ୍ୟାନ୍ସର ନୋରା ଫତେହି । ଏହାପରେ ସମସ୍ତଙ୍କ ମୁହଁରେ ନୋରାଙ୍କ ଡ୍ୟାନ୍ସର ଜଲୱାର କାହାଣୀ । ପାର୍ଟି ଏବଂ ପବ୍ଲିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲା ନୋରାଙ୍କ ଜବରଦସ୍ତ ଡ୍ୟାନ୍ସର ଜଲୱା । କିଛି ସମୟ ପୂର୍ବରୁ ଆମେ ଆପଣଙ୍କ ସହିତ ନୋରା ଏବଂ ପ୍ରଭୁଦେବାଙ୍କ ଏକ ଡ୍ୟାନ୍ସ ଭିଡ଼ିଓ ଶେୟାର କରିଥିଲୁ । ଯେଉଁଥିରେ ମୁକାବିଲା ଗୀତରେ ଉଭୟ ପରସ୍ପରକୁ ଟକ୍କର ଦେଉ ଥିବାର ନଜର ଆସିଛି ।

ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ଭିଡ଼ିଓରେ ନୋରା ସାକି ସାକି ଗୀତରେ ସାନଦାର ଡ୍ୟାନ୍ସ କରୁ ଥିବାର ନଜର ଆସିଛି । କହିରଖୁଛୁ ଏହି ଭିଡ଼ିଓ ଷ୍ଟାର ଆୱାର୍ଡ଼ର । ନୋରା ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More