Only for Entertainment

ପୁଣିଥରେ ଦିଲବର ଗୀତରେ ଝଡ଼ ସୃଷ୍ଟି କଲେ ନୋରା ଫତେହି । ଦେଖନ୍ତୁ ଚାଂଚଲ୍ୟ ସୃଷ୍ଟି କରିବା ଭଳି ଭିଡ଼ିଓ ।

ndtv
22

ବଲିଉଡରେ ନିଜ ଧମାକାଦାର ଡ୍ୟାନ୍ସରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ଅନ୍ୟ ଏକ ଭିଡ଼ିଓ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦିଲବର ଗୀତରେ ଚାଂଚଲ୍ୟ ସୃଷ୍ଟି କରିଛନ୍ତି ନୋରା । ତେବେ ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ଶେୟାର କରାଯାଇଛି । ଏପର୍ଯ୍ୟନ୍ତ ଏହି ଭିଡ଼ିଓକୁ ଲକ୍ଷାଧିକ ଲୋକ ଦେଖି ସାରିଛନ୍ତି । ନୋରାଙ୍କଏହି ଭିଡ଼ିଓ କୌଣସି ଆୱାର୍ଡ଼ ଶୋ’ର ବୋଲି ଅନୁମାନ କରାଯାଉଛି ।

 

 

View this post on Instagram

 

Dance plus 4 finale performance tonight on @starplus at 8pm ???? #dilbar #babymarvakemaanegi #kamariya

A post shared by Nora Fatehi (@norafatehi) on

ନୋରା ଫତେହିଙ୍କକଥା ଯଦି ଆଲୋଚନା କରିବା ତେବେ ସେ ବଲିଉଡର ରୋର: ଟାଇଗର୍ସ ଅଫ ଦ ସୁନ୍ଦରବଂଶରୁ କ୍ୟାରିଅର ଆରମ୍ଭ କରିଥିଲେ । ନୋରା ଫତେହି କ୍ରେଜି କୁକ୍କଡ଼ଫ୍ୟାମିଲିରେ ମଧ୍ୟ ନଜର ଆସିଛନ୍ତି । କିନ୍ତୁ ବିଗବସ ପରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ବିଗବସ ୯ରେ ନୋରା ୱାଇଲଡ କାର୍ଡ଼ ଏଂଟ୍ରିରେ ପ୍ରବେଶ କରିଥିଲେ । କିନ୍ତୁ ତିନି ସପ୍ତାହ ପରେ ସେ ଶୋ’ରୁ ବାହାରି ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More