Only for Entertainment

ପୁଣିଥରେ ଭାଇରାଲ ହେଲା ନୋରା ଫେତେହୀ ଡ୍ୟାନ୍ସ ଭିଡିଓ, ଦେଖିବାକୁ ମିଳିଲା ଜବରଦସ୍ତ ଅନ୍ଦାଜ

ndtv
42

ଅଭିନେତ୍ରୀ ନେରା ଫତେହୀଙ୍କ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିବା ମାତ୍ରେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ । ଏବେ ନୋରାଙ୍କ ନୂଆ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଛାଇ  ରହିଛି । ଭିଡିଓରେ ନୋରା ଧମାକାଦାର ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

ନୋରା ଫତେହୀ ଏହି ଡ୍ୟାନ୍ସ ଭିଡିଓକୁ ନିଜ   ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓରେ  ନୋରାଙ୍କ ସହିତ କୋରିଓଗ୍ରାଫର ଶାଜିୟା ସାମଜୀ  ମଧ୍ୟ ନଜର ଆସିଛନ୍ତି । ଦୁହେଁ ଖୁବ ଶୀଘ୍ର ବଡ ଧମାକା କରିବାକୁ ଯାଉଛନ୍ତି ବୋଲି  ଭିଡିଓର  କ୍ୟାପସନ ଜରିଆରେ ଇସାରା  କରିଛନ୍ତି ।

ଦେଖନ୍ତୁ ଭିଡିଓ-

 

View this post on Instagram

 

Dropping Ride tonight 8pm?? stay tuned ?@shaziasamji

A post shared by Nora Fatehi (@norafatehi) on

ଏହା  ପୂର୍ବରୁ ମଧ୍ୟ ନୋରା ଅନେକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି ।  ଏବଂ ଏହା ଦର୍ଶକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଛି । ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଗର ଷ୍ଟ୍ରୀଟ ଡ୍ୟାନ୍ସରରେ ନଜର ଆସିବେ । ଫିଲ୍ମରେ ତାଙ୍କ ବ୍ୟତିତ ଶ୍ରଦ୍ଧା  କପୁର ଏବଂ ବରୁଣ ଧୱନଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More