Only for Entertainment

ବାନ୍ଦ୍ରାରେ ହଟ ଅନ୍ଦାଜରେ ସ୍ପଟ ହେଲେ ନୋରା ଫତେହି ।

bollywood tadka
47

ଦିଲବର ଗର୍ଲ ନୋରା ଫତେହି ପ୍ରାୟତଃ ନିଜ ହଟ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ନୋରା ବାନ୍ଦ୍ରାରେ ସ୍ପଟ ହୋଇଛନ୍ତି । ସବୁଥର ଭଳି ଏହିଥର ମଧ୍ୟ ଖୁବ ହଟ ଦେଖା ଯାଉଥିଲେ ନୋରା । ନୋରା ନୀଳ ରଙ୍ଗର କ୍ରପ ଟପ ସହିତ ସେହି ଏକା ରଙ୍ଗର ଟ୍ରାଉଜରରେ ନଜର ଆସିଥିଲେ ।

 


ୱର୍କଫ୍ରଂଟ କଥା କହିବା ତ ନୋରା ଖୁବଶୀଘ୍ର ଫିଲ୍ମ ଭାରତରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More