Only for Entertainment

ବିଦେଶୀ ମହିଳା ଦେଶୀ ଗୀତରେ କଲେ ଏଭଳି ବେଲି ଡ୍ୟାନ୍ସ, ଦେଖି ଭୂଲି ଯିବେ ନୋରା ଫତେହିଙ୍କ ଦିଲବର !

khabarNDTV
0 43

ଜନ ଅବ୍ରାହମଙ୍କ ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ’ ଆକ୍ସନ ଏବଂ କଟେଂଟ କାରଣରୁ ଫିଲ୍ମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫିଲ୍ମରେ ନୋରା ଫତେହିଙ୍କ ଆଇଟମ ନମ୍ବର ‘ଦିଲବର..’କୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ । ନୋରା ଫତେହି ଏହି ଗୀତରେ ନିଜର ମତୁଆଲା ଯାଦୁ ଦେଖାଉଥିବା ନଜର ଆସିଛନ୍ତି । ତାଙ୍କୁ ଦେଖି ସାରା ଦେଶର ଲୋକ ଦିଲବର ଗୀତରେ ଝୁମିବାକୁ ଲାଗି ପଡିଛନ୍ତି ଏବଂ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ମଧ୍ୟ ଲାଗିଛନ୍ତି । ଏହି ଗୀତର ପପୁଲାରିଟି କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି ।

ଜଣେ ବିଦେଶୀ ମହିଳା ଏହି ଗୀତରେ ଏଭଳି ଡ୍ୟାନ୍ସ କରିଛନ୍ତି ଯାହାକୁ ଦେଖିଲେ ଆପଣ ନୋରା ଫତେହି ଙ୍କୁ ଭୂଲି ଯିବେ ।


ଜର୍ମାନୀରେ ରହୁଥିବା ଏହି ମହିଳା ଜଣକ ବୟସ ୨୧ବର୍ଷ । ତାଙ୍କର ନାଁ ହେଉଛି ଏଲିନା ସଚୁମନ । ଏହି ମହିଳା ଜଣକ ବଲିଉଡ ଜଗତର କେତେ ପ୍ରମୁଖ ଫ୍ୟାନ ତାହା ତାଙ୍କ ଇନଷ୍ଟାଗ୍ରାମ ଅକାଉଂଟ ଦେଖିଲେ ଆପଣ ଜାଣିପାରିବେ । ନା କେବଳ ଦିଲବର ଏହିଭଳି ଅନେକ ଗୀତରେ ସେ ତାଙ୍କର ଜଲୱା ଦେଖାଇଛନ୍ତି ।

ଯାହାର ଉଦାହରଣ ଆପଣ ତାଙ୍କ ଇନଷ୍ଟାଗ୍ରାମ ଅକାଉଂଟରେ ଦେଖିବାକୁ ପାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More