Only for Entertainment

‘ଦିଲବର ଦିଲବର’ ପରେ ନୋରା ଫତେହୀଙ୍କୁ ମିଳିଲା ଏହି ସୁପରଷ୍ଟାରଙ୍କ ସହିତ ଫିଲ୍ମ ।

youtube
0 46

ବିଗ ବସ ପୂର୍ବ ପ୍ରତିଯୋଗି ନୋରା ଫତେହୀ ଏବେ ସତ୍ୟମେବ ଜୟେିରେ ଦିଲବର ଦିଲବୀ ଗୀତରେ ଆଇଟମ ସଙ୍ଗ କରି ଦର୍ଶକଙ୍କ ହୃଦୟକୁ ଜିତୁଛନ୍ତି । ଗୀତରେ ତାଙ୍କ ଡ୍ୟାନ୍ସକୁ ଲୋକ ଖୁବ ପସନ୍ଦ କରୁଛନ୍ତି । ଗୀତ ହିଟ ହେବା ପରେ ନୋରାଙ୍କୁ ଏକ ବଡ଼ ପ୍ରୋଜେକ୍ଟ ମିଳିସାରିଛି । ସେ ସଲମାନଙ୍କ ସହିତ ଫିଲ୍ମ ଭାରତରେ ଏକ ଖାସ ଗୀତରେ ନଜର ଆସିବେ ।

ଏକ ମିଡିଆ ରିପୋର୍ଟ ଅନୁସାରେ ଭାରତର ଟିମ ଏବଂ ସଲମାନ ନୋରାଙ୍କୁ ଫାଇନାଲ କରି ସାରିଛନ୍ତି । କିନ୍ତୁ ଏହା ଜଣାପଡ଼ିନାହିଁଯେ ଗୀତରେ ନୋରାଙ୍କ ସହିତ ସଲମାନ ନଜର ଆସିବେ ନା ନାହିଁ ।

କିଛି ଦିନ ପୂର୍ବରୁ ନୋରା କହିଥିଲେଯେ ସେ ଏକ ବଡ଼ ପ୍ରକଳ୍ପରେ କାମ କରୁଛନ୍ତି । ନୋରା ରୋର:ଦ ଠାଇଗର୍ସ ଅଫ ସୁନ୍ଦରବନ୍ସର୍୍ରେ ଡେବ୍ୟୁ କରିଥିଲେ ।

ଖବର ଅନୁସାରେ ଅକ୍ଷୟଙ୍କ ଗୋଲ୍ଡ ଏବଂ ଜନଙ୍କ ସତ୍ୟମେବ ଜୟତେ ଗୋଟିଏ ଦିନରେ ଅର୍ଥାତ ୧୫ ଅଗଷ୍ଟକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More