Only for Entertainment

ସାମ୍ନାକୁ ଆସିଲା ନୋଟ୍ରେ ଡେମ କ୍ୟାଥେଡ୍ରଲ ଅଗ୍ନିକାଣ୍ଡର ଭୟାବହ ଫଟୋ ।

punjabkesari
28

ସାରା ଦୁନିଆରେ ପ୍ରସିଦ୍ଧ ପ୍ୟାରିସର ସବୁଠାରୁ ପୁରୁଣା ନୋଟ୍ରେ ଡେମ କ୍ୟାଥେଡ୍ରଲ ଚର୍ଚ୍ଚାରେ ସୋମବାରକୁ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ସମସ୍ତେ ଚକିତ । ୮୦୦ ବର୍ଷର ଏହି ଚର୍ଚ୍ଚ ଜଳୁଥିଲା ଏବଂ ସମସ୍ତଙ୍କ ଆଖିରେ ଥିଲା ଲୁହ ।

ଏକ ସାମାନ୍ୟ ଜିନିଷରୁ ଏହା ଆରମ୍ଭ ହେଲା ଏବଂ ଦେଖୁ ଦେଖୁ ସବୁକିଛି ନଷ୍ଟ ହୋଇଗଲା । ଏହି ପ୍ରମୁଖ ଗିର୍ଜା ବଂଚାଇବା ସମୟରେ ୧୫ରୁ ୩୦ ମିନିଟ ଥିଲା ଖୁବ ମୁଖ୍ୟ ସମୟ । ଅବଶ୍ୟ ଚର୍ଚ୍ଚର ପୁନରୁଦ୍ଧାର ପାଇଁ ୭୦ କୋଟି ଡଲାର ଫଣ୍ଡ ଆସି ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More