Only for Entertainment

ଫିଲ୍ମ ପଦ୍ମାବତ ପରେ କଙ୍ଗନାଙ୍କ ମଣିକର୍ଣ୍ଣିକା ବିରୋଧରେ କରଣୀ ସେନା ।

ANI
19

ଫିଲ୍ମ ପଦ୍ମାବତୀ ରିଲିଜ ହେବାକୁ ବାକି ଥିଲା ମାତ୍ର ଅଳ୍ପ କିଛି ସମ, ଆଉ ଆରମ୍ଭ ହୋଇଗଲା ଦଙ୍ଗା । ଗୋଟିଏ ପରେ ଗୋଟିଏ ରାଜ୍ୟରୁ ବ୍ୟାପିଥିଲା ଫିଲ୍ମ ବ୍ୟାନ ହେବାର ନିଶା । ଯାହାପରେ ନିର୍ମାତାଙ୍କୁ ଫିଲ୍ମର ନାମ ବାଧ୍ୟ ହୋଇ ପଦ୍ମାବତୀ ପରିବର୍ତ୍ତେ ପଦ୍ମାବତ ରଖିବାକୁ ପଡ଼ିଲା । ତେବେ ସେ ଯାହା ହେଉ ଫିଲ୍ମ କିନ୍ତୁ ରିଲିଜ ହେଲା ଏବଂ ଦର୍ଶକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଲା । କିନ୍ତୁ ଏବେ ପୁଣିଥରେ ସେହିଭଳି କିଛି ସମସ୍ୟା ଦେଖାଦେବ ବୋଲି ଆଶା କରାଯାଉଛି । କାରଣ ହେଉଛି କରଣୀ ସେନା ପଠାଇଥିବା ଚିଠି ।

ବାସ୍ତବରେ କରଣୀ ସେନା ନିର୍ମାତାଙ୍କୁ ଏକ ଚିଠି ପଠାଇଛନ୍ତି, ଯେଉଁଥିରେ ଲେଖାଅଛିଯେ ଯଦି ଫିଲ୍ମରେ ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତିମୂର୍ତ୍ତିକୁ କଳୁଷିତ କରାଯାଇଥିବ ବା ଯଦି ସେ କିଛି ବିଟିସର୍ସଙ୍କ ପସନ୍ଦ ହୋଇଥିବା ଭଳି ଦୃଶ୍ୟ ଦେଖାଯାଇଥିବ ତେବେ ଫଳାଫଳା ଭୋଗିବାକୁ ପଡ଼ିବ ।

ମହାରାଷ୍ଟ୍ର କରଣୀ ସେନା ଧମକାଇଛନ୍ତିଯେ ଯଦି ଫିଲ୍ମର ସୁଟିଂ ବନ୍ଦ କରା ନଯାଏ ତେବେ ସେମାନେ ଏହାର ବିରୋଧ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More