Only for Entertainment

ରିଲିଜ ହେଲା ‘ଅକ୍ଟୋବର’ ଫିଲ୍ମର ପ୍ରଥମ ମ୍ୟୁଜିକ ଭିଡିଓ, ଦେଖନ୍ତୁ ।

youtube
0 54

ନିକଟରେ ଅକ୍ଟୋବର ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା ଏବଂ ଏହାର କିଛି ଦିନ ପରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯାହାକୁ ଦେଖି ଲୋକଙ୍କ ମନରେ ଫିଲ୍ମ ପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା । ଏବେ ପ୍ରଶଂସକଙ୍କ ଅନୁରୋଧ କ୍ରମେ ଏହି ଫିଲ୍ମର ଏକ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ଯାହା ଆପଣଙ୍କୁ ଖୁବ ପସନ୍ଦ ଆସିପାରେ । ଦେଖନ୍ତୁ ଏହି ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More