Only for Entertainment

ବାଙ୍ଗାଲୁରୁରେ ରିଲିଜ ହେବ ଓଡ଼ିଆ ଫିଲ୍ମ ‘ ଫ୍ରମ ମି ଟୁ ୟୁ’

69

ନିକଟ ଅତୀତରେ ଓଡ଼ିଆ ଫିଲ୍ମ କ୍ରିଟିକ୍ସ ତାହାର ଆକାଉଂଟରେ ଏକ ଫଟୋ ଶେୟାର କରିଛି ଏବଂ ଏଭଳି ଏକ ସୂଚନା ଦେଇଛି ଯାହାକୁ ଶୁଣିବା ପରେ ପ୍ରତ୍ୟେକ ଓଡ଼ିଆ ବା ଓଡ଼ିଆ ଫିଲ୍ମକୁ ଭଲ ପାଉଥିବା ଦର୍ଶକ ଖୁବ ଖୁସି ହୋଇଯିବେ । ଆଜ୍ଞା ହଁ ସେ ଲେଖିଛନ୍ତିଯେ ବିଭିନ୍ନ ଥର ଶୁଣିବାକୁ ମିଳେ ବା ତାଙ୍କୁ କମେଂଟ ବକ୍ସରେ କୁହାଯାଏଯେ କାହିଁକି ବାଙ୍ଗାଲୁରୁରେ ରିଲିଜ ହେଉନାହିଁ ଓଡ଼ିଆ ଫିଲ୍ମ । ତେବେ ଏହି ପ୍ରଶ୍ନ ଆଉ ଦର୍ଶକଙ୍କୁ ପଚାରିବାକୁ ପଡ଼ିବ ନାହିଁ । କାରଣ ଆସନ୍ତା ନଭେମ୍ବର ୨୯ରେ ଇନୋଭେଟିଭ ମଲ୍ଟିପ୍ଲେକ୍ସରେ ରିଲିଜ ହେବ ଓଡ଼ିଆ ଫିଲ୍ମ ‘ ଫ୍ରମ ମି ଟୁ ୟୁ’ ।

 

View this post on Instagram

 

ଫ୍ରମ୍ ମି ଟୁ ୟୁ ବାଙ୍ଗାଲୋରରେ ମୁକ୍ତିଲାଭ କରିବାକୁ ଯାଉଛି. ଆସନ୍ତା ୨୯ ତାରିଖରୁ innovative multiplex ରେ ସୋ ଆରମ୍ଭ ହେବ. ବହୁତ ଥର କମେଣ୍ଟ୍ ବକ୍ସ ରେ ଦେଖେ ବାଙ୍ଗାଲୋର ରେ କାହିଁକି ଫିଲ୍ମ ରିଲିଜ୍ କରା ଯାଉନି ବୋଲି ବହୁତ ଜଣ କମେଣ୍ଟ୍ କରିଛନ୍ତି. ବର୍ତ୍ତମାନ ରିଲିଜ୍ ହୋଇଛି , ଯଦି ବାଙ୍ଗାଲୋର ରେ ଅଛନ୍ତି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ ମାଡିଯାଅନ୍ତୁ .. ଫିଲ୍ମ ର ରିଭ୍ୟୁ ବହୁତ ଭଲ ଅଛି ଏହା ପୂର୍ବରୁ ବେବି, ଏସିପି ରଣବୀର ,ସମଥିଙ୍ଗ ସମଥିଙ୍ଗ ୨, ପିଲାଟା ବିଗିଡି ଗଲା ରିଲିଜ୍ ହୋଇଥିଲା. @iam__jrn @sradhapanigrahi @amlan0010 Congratulations guys 👍

A post shared by ODIA FILM CRITICS (@odiafilmcritics) on

କହିରଖୁଛୁ ଫିଲ୍ମରେ ଅମ୍ଲାନ, ଜ୍ୟୋତି ଏବଂ ଶ୍ରଦ୍ଧାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଛି । ତେବେ ଏହା ପ୍ରଥମ ଥର ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ କେତୋଟି ଓଡ଼ିଆ ଫିଲ୍ମ ବାଙ୍ଗାଲୁରୁରେ ରିଲିଜ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More