Only for Entertainment

ରିଲିଜ୍ ହେଲା ଓଡିଆ ଫନି ଡ୍ୟାନ୍ସ ସଙ୍ଗ ‘ଯା ତତେ କିଏ ପଚାରେ’ ।

youtube
48

 ଗୀତରେ ଡ୍ୟାନ୍ସିଂ ଷ୍ଟାର୍ ଲୁବୁନ୍ ଓ ମଡେଲ୍ ସ୍ମରଣିକାଙ୍କୁ ନାୟକ – ନାୟିକା ଭାବେ ଦେଖିବାକୁ ମିଳିଛି । ଗୀତଟି ସିଦ୍ଧାର୍ଥ ଟିଭିରର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି । ଗୀତଟି ରିଲିଜ୍ ହେବାର କିଛି ଦିନ ଭିଟରେ ଏହାକୁ ଲକ୍ଷ ଲକ୍ଷ ଦର୍ଶକ ୟୁଟୁବ୍ରେ ଦେଖି ସାରିଲେଣି । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ – ଟୁବୁନ୍ ଓ ଗୀତଟିକୁ ପ୍ରସ୍ତୁତ କରିଛି ସିଦ୍ଧାର୍ଥ ଟିଭି । ବୈଦନାଥ ଦାସଙ୍କ ସଙ୍ଗୀତରେ ଏହି ମସ୍ତ ପେପି ଟ୍ରାକ୍ରେ ଶୁଣିବାକୁ ମିଳିଛି କଣ୍ଠଶିଳ୍ପୀ ମଂଟୁ ଛୁରିଆଙ୍କ ଦମଦାର୍ ଗାୟିକି । ଆଉ ଏଥିରେ ଲିରିକ୍ସର ଭାର ତୁଲାଇଛନ୍ତି ଗୀତିକାର ଅରଣ ମନ୍ତ୍ରୀ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More