Only for Entertainment

ଚର୍ଚ୍ଚାରେ ଓଡିଆ ପ୍ରାମାଣିକ ଚଳଚ୍ଚିତ୍ର ସାବାସ୍ ବିଜୁ ।

0 35

ରବିବାର ଜୟଦେବ ଭବନରେ ଏହି ସିନେମାର ସ୍ପେଶାଲ ସ୍କ୍ରିନିଂ କରାଯାଇଥିଲା । ବିଜୁ ବାବୁଙ୍କ ଦ୍ୱାରା ଅନୁପ୍ରାଣିତ ଏକ ବାଳକର କାହାଣୀ ଉପରେ ଆଧାରିତ ହୋଇଛି ଚଳଚ୍ଚିତ୍ର ସାବାସ୍ ବିଜୁ ।

ବିଜୁ ବାବୁଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ, ସାହସ ଓ ପରୋପକାର ଗୁଣରେ ପ୍ରଭାବିତ ହୋଇ ବାଳକଟି କିପରି ବିଭିନ୍ନ ସାମାଜିକ ସେବା, ଜନକଲ୍ୟାଣ ଓ ସାମାଜିକ ପରିବର୍ତନ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛି ତାହା ଏହି ଚଳଚିତଜରିଆରେ ଦେଖାଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ ପଣ୍ଡା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More