Only for Entertainment

ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ଆୱାରା ଦିଲ୍’ !

35

ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ଆୱାରା ଦିଲ୍’ । ଆମର ମ୍ୟୁଜିକ୍ ଓଡିଆରେ ମୁକ୍ତିଲାଭ କରିଛି ଏହି ରୋମାଂଟିକ୍ ଗୀତଟି । ଯେଉଁଥିରେ ରୋମାନ୍ସ କରିବାରେ ନଜର ଆସିଛନ୍ତି ରାକେଶ କୁମାର୍ ପାଢି ଓ ଶ୍ରଦ୍ଧା ପାଣିଗ୍ରାହି । ବିଘ୍ନାଂଜ୍ ବ୍ୟାଣ୍ଡ ଦ୍ୱାରା ଏହି ଗୀତଟି ପ୍ରସ୍ତୁତ କରାଯାଇଛି । ଯାହାକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More