Only for Entertainment

ରିଲିଜ ହେଲା ଓଡିଆ ରୋମାଂଟିକ ଗୀତ କଲେଜ ଡେଜ ।

youtube
0 159

ମୁକ୍ତିଲାଭ କରିଛି ଓଡିଆ ରୋମାଂଟିକ୍ ଗୀତ କଲେଜ୍ ଡେଜ୍ । ଗୀତରେ ଟିନ୍ ଏଜ୍ ଲଭ୍ ଷ୍ଟୋରୀକୁ ସ୍ଥାନ ଦେଇଛନ୍ତି ମେକର୍ । ଏହି ମନଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ରାହୁଲ୍ ଦାସ୍ ଏବଂ ସଙ୍ଗୀତ ଦେଇଛନ୍ତି ଔଦ୍ଧବ୍ । ଗୀତ ଦୃଶ୍ୟାୟନରେ ଶୈଳେନ୍ଦ୍ର ଏବଂ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଛି ।

ୟୁଟୁବରେ ରିଲିଜ ହୋଇଥିବା ଏହି ଗୀତକୁ ଓଡିଆ ଦର୍ଶକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ରାଜା ଡି ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକ ଭିଡିଓକୁ ଏଡିଟ କରିଛନ୍ତି ମାନସ କୁମାର ସାହୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More