Only for Entertainment

ରିଲିଜ୍ ହୋଇଛି ମନଛୁଆଁ ଓଡିଆ ରୋମାଂଟିକ୍ ଗୀତ ‘କହିଦେ କହିଦେ’ର ଷ୍ଟୁଡିଓ ଭର୍ସନ୍ !

95

ରିଲିଜ୍ ହୋଇଛି ମନଛୁଆଁ ଓଡିଆ ରୋମାଂଟିକ୍ ଗୀତ ‘କହିଦେ କହିଦେ’ର ଷ୍ଟୁଡିଓ ଭର୍ସନ୍ । ନୋଟବୁକ୍ ଆଲବମର ଏହି ରୋମାଂଟିକ୍ ଗୀତଟି ଭିଟ୍ୟୁନ୍ – ପ୍ରୋ ର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି । ଏଥିରେ ଷ୍ଟୁଡିଓ ଭିତରେ ଗୀତ ଗାଇବାରେ ନଜର ଆସିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱୟମ୍ ପାଢୀ ଓ ଗୀତ୍ । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅସାଦ୍ – ନିଜାମ୍ ।


ଗୀତର ଲିରିକ୍ସ ଦେବା ସହ ଏହାକୁ କମ୍ପୋଜ୍ କରିଛନ୍ତି କଣ୍ଠଶିଳ୍ପୀ ଗୀତ୍ । ଏହାର ଷ୍ଟୁଡିଓ ଭର୍ସନକୁ ସ୍ରୋତା ଭରପୁର୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ତେବେ ଖୁବଶୀଘ୍ର ଏହାକୁ ନେଇ ଏକ ମ୍ୟୁଜିକ୍ ଭିଡିଓ ଭେଟି ଦେବାକୁ ଲକ୍ଷ୍ୟ ରଖିଛନ୍ତି ମେକର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More