Only for Entertainment

ଅନେକ ଦିନ ଧରି ଅସୁସ୍ଥ ଥିବା ଓଡ଼ିଆ ଚଳଚ୍ଚିତ୍ର କଣ୍ଠଶିଳ୍ପୀ ରାଖାଲ ମହାନ୍ତିଙ୍କ ପରଲୋକ !

76

ରାଖାଲ ମହାନ୍ତିଙ୍କ ପରଲୋକ । ଅନେକ ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାଖାଲ ମହାନ୍ତି । କଣ୍ଠଶିଳ୍ପୀ ରାଖଲ ଚନ୍ଦ୍ର ମହାନ୍ତିଙ୍କ ୮୮ବର୍ଷରେ ପରଲୋକ ।

ଆକାଶବାଣୀ ସହ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ କଣ୍ଠଦାନ କରିଥିଲେ କଣ୍ଠଶିଳ୍ପୀ ରାଖାଲ ମହାନ୍ତି । ତୋ କଥା ମୋ କଥା, କି ରୂପେ ପାଇବି ତୁମକୁ ପ୍ରଭୁ ମୁଁ ଭଳି ଗୀତରେ ନିଜ ସୁର ଦେଇଥିଲେ ରାଖାଲ ମହାନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More