Only for Entertainment

ରିଲିଜ ହେଲା ଆଗାମୀ ସ୍ପୋର୍ଟସ ଫିଲ୍ମ ଚାମ୍ପିଅନର ଟିଜର !

62

ଆସିଲା ଆଗାମୀ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ଚାମ୍ପିଅନର ପ୍ରଥମ ଟିଜର । ଚଳଚ୍ଚିତ୍ରରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବକ୍ସର୍ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ଅର୍ଚ୍ଚିତାଙ୍କ କୋଚ୍ ଭୂମିକାରେ ନଜର ଆସିବେ ଅଭିନେତା ସମରେଶ ରାଉତରାୟ । ଏହାଛଡା ନାୟକ ଭାବେ ପ୍ରଥମ ଥର ପାଇଁ ଅର୍ଚ୍ଚିତାଙ୍କ ସହ ରୋମାନ୍ସ କରିବେ ସାନୁ । ସିନେମାର ପ୍ରଥମ ଟିଜର୍ ଏବେ ରିଲିଜ୍ ହୋଇଥିବାବେଳେ, ମାର୍ଚ୍ଚ ୮ ତାରିଖରେ ପରଦାକୁ ଆସିବ ଏହି ଫିଲ୍ମ ।

 

View this post on Instagram

 

Here is the release date!!! Like and share with all your friends. Happy Republic Day!

A post shared by Archita Sahu (@architasahuofficial) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More