Only for Entertainment

ରିଲିଜ ହେଲା ଓଡିଆ ଇମୋସନାଲ ଗୀତ ‘ଅଜନବୀ’, ସୋସିଆଲ ମିଡିଆରେ ବଢୁଛି ଗୀତର ଚାହିଦା

YouTube
49

ଆସିଲା ଓଡିଆ ଇମୋସ୍ନାଲ୍ ଗୀତ ‘ଅଜନବୀ’ । ଓଡିଆ ୱାନ୍ ୟୁଟୁବ୍ ଚ୍ୟାନେଲରେ ଏହି ଗୀତଟିକୁ ରିଲିଜ୍ କରାଯାଉଛି । ଗୀତରେ ରିୟଲ ଲାଇଫ କପଲ ସୋମାଲିନ୍ ଓ ମହାପ୍ରସାଦଙ୍କ ଅଭିନୟ ଦେଖିବାକୁ ମିଳିଛି । ମୁନ୍ନା ମହାନ୍ତିଙ୍କ ସଙ୍ଗୀତରେ ଏହି ଗୀତରେ ଶୁଣିବାକୁ ମିଳିଛି ସତ୍ୟଜୀତଙ୍କ ଭଏସ୍ । ଗୀତର ନିର୍ଦ୍ଦେଶନା ଦେଇଛନ୍ତି ରୋହନଜୀତ୍ ଦାସ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ୍ ମିଡିଆରେ ଏହି ଗୀତର ଚାହିଦା ବଢୁଥିବା ଦେଖିବାକୁ ମିଳୁଛି ।

ଦେଖନ୍ତୁ ଭିଡିଓ-

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More